Browsing Category

Top Stories

ମୃତ୍ୟୁସଂଖ୍ୟା ୧୮୮ରେ ପହଞ୍ଚିଲା, ୨୮ ହଜାର ହେଲେ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୭ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୮୮ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୪୪କୁ ବୃଦ୍ଧି…

ପତି ମାଡ଼ମାରି ମହିଳାଙ୍କୁ ଘରୁ ତଡ଼ିଲେ, ଶ୍ୱଶୂର କଲେ ଦୁଷ୍କର୍ମ

କାନପୁର, ୧୭ା୩: ଉତ୍ତରପ୍ରଦେଶର କାନପୁରରେ ଜଣେ ମହିଳା ତାଙ୍କର ଶ୍ୱଶୂରଙ୍କ ଉପରେ ରେପ୍ ଅଭିଯୋଗ କରିଛନ୍ତି । ମହିଳାଙ୍କ ପତି ତାଙ୍କୁ ବହୁ ସମୟରେ ମାରଧର କରିବା ସହ ଘରୁ ବାହାର କରିଦେଇଥିଲେ । ପତ୍ନୀ ଅନ୍ୟ ଜାଗାରେ…

ରାଜ୍ୟର ଏହି ସହରକୁ ପୁଣି ଫେରିଲା କରୋନା, ପ୍ରଶାସନ ପକ୍ଷରୁ ଲାଗିଲା କଟକଣା

ବ୍ରହ୍ମପୁର, ୧୭ା୩ (ଓଡିଶା ଭାସ୍କର): ରାଜ୍ୟର ବ୍ରହ୍ମପୁର ସହରକୁ ପୁଣି କରୋନା ଫେରିଛି । ବ୍ରହ୍ମପୁର ଟାଟାପାୱାର ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଅଫିସରେ କିଛି କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୬.୮୧ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୧୭ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୬ ଲକ୍ଷ ୮୧ ହଜାର ୬୫୩ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ କୋଟି ୧୨…

ରାଜଧାନୀରେ ଟ୍ରାନ୍ସଫର୍ମର ଫାଟିଲା: ବାପ-ପୁଅ ସମେତ ୪ ଗୁରୁତର

ଭୁବନେଶ୍ୱର, ୧୭ା୩ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟି ୪ ଜଣ ଗୁରୁତର ହୋଇଛନ୍ତି । ଚନ୍ଦ୍ରଶେଖରପୁର ଓମଫେଡ୍ ଅଫିସ୍ ଗେଟ୍ ସମ୍ମୁଖରେ ଏହି ଅଘଟଣ ଘଟିଛି । ଓମଫେଡ୍ ଛକରେ ଥିବା ଏକ…

ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼: ୮ ଜଣଙ୍କ ମୃତ୍ୟୁ

ୱାଶିଂଟନ, ୧୭ା୩: ଆମେରିକା ଆଟାଲାଣ୍ଟାର ଜର୍ଜିଆ ଅଞ୍ଚଳରେ ଗୁଳିମାଡ଼ ହୋଇଛି । ଏହି ଭୟଙ୍କର ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ୩ଟି ସ୍ପା’ ଭିତରେ ଦୁର୍ବୃତ୍ତମାନେ ପଶି ଆଖିବୁଜା ଗୁଳିମାଡ଼ କରିଥିଲେ । ଫଳରେ…

ଦହି ପାଣି ପିଇବା ଦ୍ୱାରା କଣ ସବୁ ଫାଇଦା ମିଳିଥାଏ ଜାଣନ୍ତୁ

ଦହି ଖାଇବାକୁ ଲୋକମାନେ ବହୁତୁ ପସନ୍ଦ କରିଥାନ୍ତି। ଏହା ଶୁଭ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇଥାଏ। ଦହିକୁ ବିଭିନ୍ନ ତରକାରୀ ପ୍ରସ୍ତୁତ କଲା ବେଳେ ବ୍ୟବହାର କରାଯାଏ। ସାଲାଡ଼ରେ ଦହି ପକାଇଲେ ଏହାର ସ୍ୱାଦ ଦ୍ୱିଗୁଣିତ…

ଉପରେ ଚଢିଗଲା ମାଲବାହୀ ଟ୍ରେନ୍, ହେଲେ ବଞ୍ଚିଗଲା ଛୁଆର ଜୀବନ

କଥାରେ ଅଛି, ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଏହି କଥାରେ ପ୍ରମାଣ ହରିୟାଣାର ବଲ୍ଲଭଗଡଠାରେ ଦେଖିବାକୁ ମିଳିଛି । ସେଠାରେ ଜଣେ ଯୁବକ ଛୋଟପିଲାକୁ ସାଙ୍ଗରେ ଆଣି ଅଚାନକ୍ ମାଲାବାହୀ ଟ୍ରେନ୍ ଆଗକୁ ଫିଙ୍ଗି…