Browsing Category

Top Stories

କୋଭିଡ୍ ସଙ୍କଟ ସମୟରେ ସୁପ୍ରିମକୋର୍ଟ ଚୁପ୍ ବସିବେନି: ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଦିଗରେ କାର୍ଯ୍ୟ କରିବେ

ନୂଆ ଦିଲ୍ଲୀ, ୨୭/୦୪: କୋଭିଡ-୧୯ ମହାମାରୀ କାରଣରୁ ଦେଶ ସମ୍ମୁଖୀନ ହେଉଥିବା ସମସ୍ୟାର ଯାଞ୍ଚ ପାଇଁ ପଞ୍ଜୀକୃତ ହୋଇଥିବା ସୁ ମୋଟୋ ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଏହା ଉପରେ  କାର୍ଯ୍ୟ ଆରମ୍ଭ କରିଛନ୍ତି ।…

‘ଶୁଟର ଦାଦି’ ଚନ୍ଦ୍ରୋ ତୋମର କରୋନା ପଜିଟିଭ ଚିହ୍ନଟ

ଉତ୍ତରପ୍ରଦେଶ ୨୭ ।୪ (ଓଡ଼ିଶା ଭାସ୍କର) : ‘ଶୁଟର ଦାଦି’ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ‘ଶୁଟର ଦାଦି’ ନାମରେ ପ୍ରସିଦ୍ଧ ଚନ୍ଦ୍ରୋ ତୋମରଙ୍କ କରୋନା ପଜିଟିଭ ଯୋଗୁ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ…

ଅଜବ ବିବାହ: ଗୋଟିଏ ମଣ୍ଡପରେ ଦୁଇ କନ୍ୟାଙ୍କୁ ବିବାହ କଲେ ଯୁବକ

ନୂଆଦିଲ୍ଲୀ, ୨୭ା୪: ଅନେକ ସମୟରେ ଆମ ଦେଶରେ ବିଭିନ୍ନ ପ୍ରକାରର କୌତୁହଳପୂର୍ଣ୍ଣ ବିବାହ ଦେଖିବାକୁ ମିଳିଥାଏ । ସେହିପରି ଏକ ଅଜବ ବିବାହ ରାଜସ୍ଥାନର ବାଂସୱାଡ଼ା ସହରରେ ଅନୁଷ୍ଠିତ ହୋଇଛି । ଜଣେ ଯୁବକ ଦୁଇଜଣ କନ୍ୟାଙ୍କୁ…

ପଞ୍ଚତାରକା ହୋଟେଲରେ କ୍ୱାରେନଣ୍ଟାଇନରେ ରହିବେ ଦିଲ୍ଲୀ ହାଇକୋର୍ଟର ଜଜ୍

ନୂଆଦିଲ୍ଲୀ, ୨୭ା୪ (ଓଡିଶା ଭାସ୍କର) : ପଞ୍ଚତାରକା ହୋଟେଲରେ କ୍ୱାରେନଣ୍ଟାଇନରେ ରହିବେ ଦିଲ୍ଲୀ ହାଇକୋର୍ଟର ଜଜ୍ । ଦିଲ୍ଲୀରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଥିବା ବେଳେ ସେଠାରେ ଥିବା ପଞ୍ଚତାରକା ହୋଟେଲ…

ନଡିଆ ବାଡେଇଲେ କରୋନା ଚାଲିଯିବ- କେନ୍ଦ୍ର ମନ୍ତ୍ରୀଙ୍କ ଅଜବ ପରାମର୍ଶ

ନୂଆଦିଲ୍ଲୀ, ୨୭ା୪ (ଓଡିଶା ଭାସ୍କର) : ଦେଶବ୍ୟାପୀ ନାଗରିକ ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ହସ୍ତସନ୍ତ ହେଉଛନ୍ତି । ତା ଉପରେ ପୁଣି ଅକ୍ସିଜେନ୍ ଅଭାବରେ ଅନେକ ଲୋକ ଜୀବନ ହାରୁଛନ୍ତି । ଏଭଳି ସମୟରେ…

ଆବଶ୍ୟକ ନଥିଲେ ହସ୍ପିଟାଲରେ ବେଡ୍ ଅକ୍ତିଆର କରନ୍ତୁ ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର ୨୭ ।୪ (ଓଡ଼ିଶା ଭାସ୍କର) : ରାଜ୍ୟରେ ରେମଡେସିଭର ଇଞ୍ଜେକ୍ସନର ଅଭାବ ଦେଖା ଦେଇଛି । ଏପ୍ରିଲ ଶେଷ ସପ୍ତାହରେ କେନ୍ଦ୍ରସରକାର ୨୧ ହଜାର ଟିକା ପଠାଇବାର ଥିଲା । ଗତକାଲି ଦରକାର ଥିଲା ୨ ହଜାର ରେମଡେସିଭର…

ପିପିଲି ଉପନିର୍ବାଚନ ଘୁଞ୍ଚାଇବା ପାଇଁ କଂଗ୍ରେସର ଦାବି

ପୁରୀ ୨୭ ।୪ (ଓଡ଼ିଶା ଭାସ୍କର) : ପିପିଲି ଉପନିର୍ବାଚନ ଘୁଞ୍ଚାଇବା ପାଇଁ କଂଗ୍ରେସର ଦାବି । କରୋନା ସ୍ଥିତି ସୁଧୁରିବା ଯାଏ ଘୁଞ୍ଚାଯାଉ ପିପିଲି ଉପନିର୍ବାଚନ । ନିର୍ବାଚନ କମିଶନର ଓ ରାଜ୍ୟ ସରକାରଙ୍କ ନିକଟରେ ରାଜ୍ୟ…

କରୋନା ରୋଗୀଙ୍କ ଚିକିତ୍ସା ନେଇ ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡଲାଇନ୍

ଡେରାଡୁନ, ୨୭ା୪: ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ଅନ୍ୟପଟେ ରୋଗୀମାନେ ଚିକିତ୍ସା ନ ପାଇ ମୃତ୍ୟୁବରଣ କରୁଛନ୍ତି । ଏଥିପାଇଁ ଉତ୍ତରାଖଣ୍ଡ ସରକାର ଏକ ନୂଆ ଏସଓପି ଜାରି କରିଛନ୍ତି ।…