Browsing Category

Top Stories

ବିଶିଷ୍ଟ ସିନେ ସମୀକ୍ଷକ ରଣଧୀର ଦାସଙ୍କ ପରଲୋକ

କଟକ, 7/2 : ଏକ ଦୁଃଖଦ ଘଟଣାକ୍ରମେ ବିଶିଷ୍ଟ ସିନେ ସମୀକ୍ଷକ ରଣଧୀର ଦାସଙ୍କ ପରଲୋକ ଘଟିଛି। ତାଙ୍କର କଟକ ଡଗରପଡ଼ା ବାସଭବନରେ ୮୨ ବର୍ଷ ବୟସରେ ପରଲୋକ ହୋଇଛି। ୧୯୩୮ରେ କଟକରେ ଜନ୍ମଗ୍ରହଣ କରିଥିଲେ ବିଶିଷ୍ଟ ସିନେ…

ବିଷଧର ସାପ କାମୁଡ଼ିଲେ କିପରି ବଞ୍ଚାଇବେ ଜୀବନ ?

ଦେଶରେ ପ୍ରତିବର୍ଷ ସାପ କମିଡ଼ିବାରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଛି। ବର୍ତ୍ତମାନର ଋତୁରେ ଅଧିକ ସାପ ବାହାରିବାରୁ ଲୋକମାନେ ଅଧିକ ପ୍ରଭାବିତ ହେଉଛନ୍ତି। ତେବେ ଦେଶରେ ସବୁ ରାଜ୍ୟ ମଧ୍ୟରୁ ବିହାରରେ ପ୍ରାୟ ଲୋକ…

ଦୁର୍ଘଟଣାଗ୍ରସ୍ତ ହେଲା ବୟନ ଶିଳ୍ପ ମନ୍ତ୍ରୀଙ୍କ ଗାଡ଼ି : ୨ ଆହତ

ଭୁବନେଶ୍ୱର, ୭ା୨ (ଓଡିଶା ଭାସ୍କର): ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ଜଣାପଡ଼ିଛି । ତେବେ ଦୁଲାଗଡ଼ ନିକଟରେ ମନ୍ତ୍ରୀଙ୍କ ଗାଡ଼ି ସହ…

ଆସନ୍ତାକାଲିଠାରୁ ଖୋଲିବ ନବମ ଓ ଏକାଦଶ: ସ୍କୁଲ ଖୋଲିବା ନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୭ା୨ (ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ । କରୋନା ମହାମାରୀ କାରଣରୁ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରାୟତଃ ବନ୍ଦ ରହିଥିଲା । କରୋନାରେ ଧିରେଧିରେ ସୁଧାର…

ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲା: ସମ୍ପାଦକଙ୍କ ସମେତ ୫ ଗିରଫ

ଭୁବନେଶ୍ୱର, ୭ା୨ (ଓଡିଶା ଭାସ୍କର): ଭୁବନେଶ୍ୱରର ଭିନ୍ନକ୍ଷମ ତାଲିକ କେନ୍ଦ୍ରରେ ଯୌନ ନିର୍ଯାତନା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ କଟକର ଜଣେ ରାଣୀ…

ଧରାପଡ଼ିଲା ଶ୍ୱଶୂର-ବୋହୂଙ୍କ ଅନୈତିକ ସମ୍ପର୍କ: ବିରୋଧ କରିବାରୁ ଶାଶୂଙ୍କୁ ରାସ୍ତାରୁ ହଟାଇଦେଲେ

ମହାକାଳପଡ଼ା, ୭ା୨ (ଓଡିଶା ଭାସ୍କର): ଶ୍ୱଶୂର ଓ ବୋହୂଙ୍କ ମଧ୍ୟରେ ଚାଲିଥିଲା ଅନୈତିକ ପୀରତି । ଏକଥା ଜାଣିବା ପରେ ବିରୋଧ କରିବାର ଫଳ ଶାଶୂଙ୍କୁ ଭୋଗିବାକୁ ପଡ଼ିଛି । ସେମାନେ ଶାଶୂଙ୍କୁ ମାଡ଼ ମାରିବା ସହ ବିଷ ପିଆଇ…