Browsing Category
Top Stories
ସଙ୍ଗମର ପବିତ୍ର ଜଳରେ ସ୍ନାନ କରିବେ ୯୦ ହଜାର କଏଦୀ, କରାଗଲା ବ୍ୟବସ୍ଥା
ନୂଆଦିଲ୍ଲୀ: ମହାକୁମ୍ଭର ପବିତ୍ର ଜଳରେ ସ୍ନାନ କରିବେ କଏଦୀ। ଏଥିପାଇଁ କରାଯାଇଛି ବ୍ୟବସ୍ଥା। ଉତ୍ତରପ୍ରଦେଶ ଜେଲ ପ୍ରଶାସନ ରାଜ୍ୟର ୭୫ ଜିଲ୍ଲାରେ କଏଦୀମାନଙ୍କୁ ମହାକୁମ୍ଭରେ ସାମିଲ ହେବା କରାଇବା ଲାଗି ସଂଗମରୁ ପବିତ୍ର…
ବିକୃତ ମାନସିକତା! ମୁହଁ ନୁହେଁ କି ଦେହ ନୁହେଁ, ମହିଳାଙ୍କୁ ମାଗୁଥିଲା ପାଦର ଫଟୋ, ଯୁବକ ଗିରଫ
ନୂଆଦିଲ୍ଲୀ: ସାଇବର କ୍ରାଇମର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ହାଥରସର ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ବ୍ୟକ୍ତି ଜଣକ ସୋସିଆଲ ମିଡିଆ ସ୍ନାପଚାଟରେ ମହିଳାମାନଙ୍କ ସହ ସାଙ୍ଗ…
‘ନ୍ୟାୟ ପାଇବେ ନେପାଳୀ ଛାତ୍ରୀ’, ନେପାଳୀ ଛାତ୍ରଛାତ୍ରୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କିଟ୍ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ନେପାଳ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କାଉନସେଲର ସଞ୍ଜୀବ ଦାସଶର୍ମା, ନବୀନରାଜ ଅଧିକାରୀଙ୍କ ସହ ସେ କଥା ହୋଇଛନ୍ତି।
ଏଥିସହ ମୁଖ୍ୟମନ୍ତ୍ରୀ…
ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ଦିନ ହିଁ ପାକିସ୍ତାନକୁ କ୍ଷତି, ବାବରଙ୍କୁ ପଛରେ ପକାଇଲେ ଶୁଭମନ
ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଆଜି ପ୍ରଥମ ଦିନ। ଆଜି ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡର ଟିମ ସାମ୍ନା ସାମ୍ନି ହୋଇଛନ୍ତି ଏବଂ ଏଥିସହ ପାକିସ୍ତାନ କ୍ରିକେଟର ପୂର୍ବତନ ଅଧିନାୟକ ବାବର ଆଜମଙ୍କ ଆଇସିସି…
ବର୍ଷା ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ, 24 ଘଣ୍ଟାରେ ଝଡ଼ବର୍ଷା
ଭୁବନେଶ୍ବର: ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ 19ରୁ 21 ବର୍ଷା ନେଇ ପୂର୍ବାନୁମାନ କରିଥିଲା। ଏହାରି ଭିତରେ ବର୍ତ୍ତମାନ 9 ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଦିଆଯାଇଛି । ଆସନ୍ତା 24 ଘଣ୍ଚାରେ ଝଡ଼ବର୍ଷାର ସମ୍ଭାବନା…
ହୃତଘାତର ଶିକାର ହେଲେ ଓଡ଼ିଆ ଅଭିନେତା ସୋହମ ସିଂ, ଆଇସିୟୁରେ ଭର୍ତ୍ତି
ଭୁବନେଶ୍ୱର: ଓଲିଉଡ଼ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଆ ସିନେ ଅଭିନେତା ସୋହମ ସିଂ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଖବର ମୁତାବକ ସୋହମଙ୍କୁ ହାର୍ଟଆଟାକ ଆସିଥିଲା। ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ…
ପ୍ଲାଷ୍ଟିକ ଟିଫିନରେ ଖାଦ୍ୟ ଖାଉଥିଲେ ହୋଇଯାଆନ୍ତୁ ସାବଧାନ! ହାର୍ଟ ଫେଲ୍ ସହିତ ହୋଇପାରେ କ୍ୟାନ୍ସର
ନୂଆଦିଲ୍ଲୀ: ଆଧୁନିକ ଯୁଗରେ କେବଳ ଲୋକଙ୍କ ଜୀବନଶୈଳୀ ବଦଳିନାହିଁ ବରଂ ସେମାନଙ୍କର ଖାଦ୍ୟପେୟ ଅଭ୍ୟାସ ମଧ୍ୟ ବଦଳିଛି । ପୂର୍ବରୁ ଲୋକମାନେ ଘରେ ସଦ୍ୟ ପ୍ରସ୍ତୁତ ଶୁଦ୍ଧ ଖାଦ୍ୟ ଖାଉଥିଲେ କିନ୍ତୁ ଏବେ ବାହାରେ ଖାଇବାର…
CBSE New Rule: ଏଣିକି ବର୍ଷକୁ 2ଥର ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ, କେବେଠୁ ଲାଗୁ ହେବ ଜାଣନ୍ତୁ
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏହାର ପରୀକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛି । CBSE ନିଷ୍ପତ୍ତି ନେଇଛି ଯେ 2026 ରୁ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ବର୍ଷକୁ…
Breaking: ୩ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଥିଲା ଚାଉଳ, କେଉଁଠି କେତେ ରାସନ କାର୍ଡ ଭୂତ ଜାଣନ୍ତୁ
ଭୁବନେଶ୍ବର: ଭୂତ ଖାଉଥିଲେ ରାସନ କାର୍ଡ । ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁରେ…
Breaking: ଭୁବନେଶ୍ବର AIIMSରେ ସିବିଆଇ ରେଡ୍, ଖୋଲିବ ଜାଲ୍ ନିଯୁକ୍ତି କେଳେଙ୍କାରୀ
ଭୁବନେଶ୍ବର: ଏମ୍ସ ହସ୍ପିଟାଲରେ ସିବିଆଇ ରେଡ୍ । ନିଯୁକ୍ତି ଅନିୟମିତତା ଅଭିଯୋଗରେ ସିବିଆଇ ରେଡ୍ ହୋଇଥିବା ସୂଚନା ରହିଛି । ଜାଲ୍ କାଗଜପତ୍ରରେ ନିଯୁକ୍ତି ଦିଆଯାଇଥିବା ନେଇ ଅଭିଯୋଗ ଆସିବା ପରେ ଆଜି ସିବିଆଇ ପକ୍ଷରୁ…