Browsing Category
Top Stories
CBSE New Rule: ଏଣିକି ବର୍ଷକୁ 2ଥର ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ, କେବେଠୁ ଲାଗୁ ହେବ ଜାଣନ୍ତୁ
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏହାର ପରୀକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛି । CBSE ନିଷ୍ପତ୍ତି ନେଇଛି ଯେ 2026 ରୁ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ବର୍ଷକୁ…
Breaking: ୩ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଥିଲା ଚାଉଳ, କେଉଁଠି କେତେ ରାସନ କାର୍ଡ ଭୂତ ଜାଣନ୍ତୁ
ଭୁବନେଶ୍ବର: ଭୂତ ଖାଉଥିଲେ ରାସନ କାର୍ଡ । ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁରେ…
Breaking: ଭୁବନେଶ୍ବର AIIMSରେ ସିବିଆଇ ରେଡ୍, ଖୋଲିବ ଜାଲ୍ ନିଯୁକ୍ତି କେଳେଙ୍କାରୀ
ଭୁବନେଶ୍ବର: ଏମ୍ସ ହସ୍ପିଟାଲରେ ସିବିଆଇ ରେଡ୍ । ନିଯୁକ୍ତି ଅନିୟମିତତା ଅଭିଯୋଗରେ ସିବିଆଇ ରେଡ୍ ହୋଇଥିବା ସୂଚନା ରହିଛି । ଜାଲ୍ କାଗଜପତ୍ରରେ ନିଯୁକ୍ତି ଦିଆଯାଇଥିବା ନେଇ ଅଭିଯୋଗ ଆସିବା ପରେ ଆଜି ସିବିଆଇ ପକ୍ଷରୁ…
ୟେ ପେଟ୍ରୋଲ ପମ୍ପ ନା ପାଣି ପମ୍ପ… ପେଟ୍ରୋଲ ବଦଳରେ ଗାଡ଼ିରେ ଭରିଦେଲେ ପାଣି, ଏଭଳି ସାମ୍ନାକୁ ଆସିଲା ସତ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡର ଶାହୁନଗରର ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲରେ ପାଣି ମିଶ୍ରଣର ଏକ ମାମଲା ସାମ୍ନାକୁ ଆସିଛି । ଭୋସଲେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଭର୍ତ୍ତି କରିବା ପରେ ଅନେକ ଗାଡ଼ିର…
ମଳ ପାଣିରେ VIPଙ୍କୁ ଗାଧୋଇଦେଲେ ଯୋଗୀ, ସତର୍କ ପରେ ବି ନେଲେନି ପଦକ୍ଷେପ
ପ୍ରୟାଗରାଜ: ମହାକୁମ୍ଭରେ ସଙ୍ଗମ ପାଣିକୁ ନେଇ ଆସିଛି ଚିନ୍ତାଜନକ ରିପୋର୍ଟ ଯାହାକୁ ନେଇ ସାଧୁସନ୍ଥଙ୍କ ମହଲରୁ ତୀବ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି । କୋଟି କୋଟି ଲୋକ ବୁଡ଼ ପକାଇଥିବା ଗଙ୍ଗା ଜଳ ଗାଧୋଇବା ଯୋଗ୍ୟ…
Assistant Professor ପାଇଁ ଇଚ୍ଛୁକ ରହିଛନ୍ତି କି? ବାହାରିଲା ବମ୍ପର ନିଯୁକ୍ତି, ଲକ୍ଷେ ମିଳିବ ଦରମା!
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାର ରାଜ୍ୟର ସରକାରୀ ମେଡିକାଲ କଲେଜଗୁଡ଼ିକରେ ଖାଲି ପଡ଼ିଥିବା ୪୩୯ଟି ସହାୟକ ପ୍ରଫେସର ପଦବୀ ପୂରଣ କରିବାକୁ ଘୋଷଣା କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଧନ ସିଂହ ରାୱତ ଏହି ସୂଚନା…
LIC ଆଣିଲା Smart Pension Plan, ଥରେ ପ୍ରିମିୟମ ଭରନ୍ତୁ ଜୀବନସାରା ପେନସନ୍ ପାଆନ୍ତୁ
ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ ସ୍ମାର୍ଟ ପେନସନ ଯୋଜନା ନାମରେ ଏକ ନୂତନ ପେନସନ ଯୋଜନା ଆରମ୍ଭ କରିଛି । ଏହାକୁ ଆର୍ଥିକ ସେବା ସଚିବ ଏମ୍. ନାଗରାଜୁ ଏବଂ ଏଲଆଇସି ସିଇଓ ସିଦ୍ଧାର୍ଥ ମହାନ୍ତି ଶୁଭାରମ୍ଭ କରିଛନ୍ତି…
ମୃତ୍ୟୁ ପରେ କାହିଁକି ପୁଅ କରେ ଅନ୍ତିମ ସଂସ୍କାର, ଗରୁଡ଼ ପୁରାଣରେ ଲେଖାଅଛି ଏହି କାରଣ
ନୂଆଦିଲ୍ଲୀ: ସାଧାରଣତଃ କୌଣସି ବ୍ୟକ୍ତିର ମୃତ୍ୟୁ ହେଲେ କୌଣସି ମହିଳା ଶ୍ମଶାନ ଘାଟ ଯାଇନଥାନ୍ତି । ଏହାସହିତ ଅନ୍ତିମ କ୍ରିୟାରେ ମଧ୍ୟ ସାମିଲ ହୁଅନ୍ତି ନାହିଁ । ହିନ୍ଦୁ ଧର୍ମରେ ପୁଅ ହିଁ ଅନ୍ତିମ ସଂସ୍କାର କରିବାର…
ସୀମା ଟପିଲା ରାଗିଂ, ଛାତ୍ରଙ୍କୁ ଡ୍ରେସ ଖୋଲି ନିର୍ଦ୍ଧୁମ ପିଟିଲେ ଛେପ ପକାଇ ପାଣି ପିଆଇଦେଲେ
ନୂଆଦିଲ୍ଲୀ: କେରଳରୁ ଏକ ଭୟଙ୍କର ରାଗିଂ ଘଟଣା ସାମ୍ନାକୁ ଆସିଛି । ସିନିୟରମାନେ ଜୁନିଅରଙ୍କୁ ଅକଥନୀୟ ରାଗିଂ କରିଥିବା ଅଭିଯୋଗ ହୋଇଛି ।
ଥିରୁଅନନ୍ତପୁରମର କରିୟାବଟ୍ଟୋମ ସରକାରୀ କଲେଜରୁ ରାଗିଂ ଅଭିଯୋଗ ଆସିଛି ।…
Breaking: ନିଜ ଦେହରେ ଡିଜେଲ ଢାଳି ନିଆଁ ଲଗାଇଦେଲେ ନାବାଳକ, ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
ଭୁବନେଶ୍ବର: କଟକରେ ଅଭାବନୀୟ ଘଟଣା । ନିଜକୁ ନିଜେ ଜାଳିଦେଲେ ନାବାଳକ । ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଇଥିବା ସୂଚନା ରହିଛି ।
ସୂଚନା ଅନୁସାରେ, ପୁରୀଘାଟ ଥାନା ମଠ ସାହିରେ ନାବାଳକର ଅର୍ଦ୍ଧଦଗ୍ଧ ମୃତଦେହ…