
Browsing Category
Top Stories
ଦେଶରେ ଦିନକରେ ୨୧୭ ମୃତ, ୧୮ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ, ୩ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୧୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୯ ହଜାର ୪୩୫କୁ ବୃଦ୍ଧି ପାଇଛି । ଦିନକରେ ୧୮ ହଜାର ୧୭୭ ଜଣ ଆକ୍ରାନ୍ତ ହୋଇଥିବା…
ମାହାଙ୍ଗାରେ ଡବଲ ମର୍ଡର: ୧୨ ଜଣଙ୍କ ନାମରେ ମାମଲା ରୁଜୁ
ମାହାଙ୍ଗା, ୩ା୧ (ଓଡିଶା ଭାସ୍କର): ମାହାଙ୍ଗାରେ ଦୁଇ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି । ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସମ୍ପର୍କୀୟଙ୍କୁ କିଛି ଦୁର୍ବୃତ୍ତ ହତ୍ୟା…
୮ ରୁ ରାଜ୍ୟ ରେ ଖୋଲିବ ସ୍କୁଲ , ଶନିବାର ଓ ରବିବାର ପଢ଼ାଯିବ ପାଠ , ଆଉ କଣ ରହିଛି ନିୟମ ଜାଣନ୍ତୁ
ରାଜ୍ୟରେ ସ୍କୁଲ ଖୋଲିବାକୁ ନେଇ ଚାଲିଥିବା ଛକାପଞ୍ଛା ର ଅନ୍ତ ଘଟିଛି । ଚଳିତ ମାସ ଅର୍ଥାତ୍ ଜାନୁଆରୀ ୮ରୁ ସ୍କୁଲ ଖୋଲିବାକୁ ଯାଉଛି । ଜାନୁଆରୀ ଏପ୍ରିଲ ୨୮ ତାରିଖ ପର୍ଯ୍ୟନ୍ତ ପାଠପଢା ହେବ । ଦଶମ ଓ ଦ୍ୱାଦଶ ଶ୍ରେଣୀ…
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮୮୩, ଆକ୍ରାନ୍ତ ୧୯୨
ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): ରାଜ୍ୟରେ କରୋନାରେ ଦିନକ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୮୮୩କୁ ବୃଦ୍ଧି ପାଇଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ…
କରୋନା ଟିକାକୁ ଅନୁମତି ପରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ନୂଆଦିଲ୍ଲୀ, ୩ା୧: କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି । ମୋଦି କହିଛନ୍ତି ଯେ, ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଟିକା…
ଡିସିଜିଆଇର ଘୋଷଣା: କୋଭିସିଲ୍ଡ ଓ କୋଭାକ୍ସିନକୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ, ୩ା୧ (ଓଡିଶା ଭାସ୍କର): କରୋନା ଟିକାକରଣକୁ ନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଏକ ବଡ଼ ଘୋଷଣା କରିଛି । କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇ ଜରୁରୀ ବ୍ୟବହାର ନିମନ୍ତେ ଅନୁମତି…
ହଟିଲା ପ୍ରତୀକ୍ଷାର ଅନ୍ତ: ଆଜିଠାରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ସର୍ବସାଧାରଣ
ପୁରୀ, ୩ା୧ (ଓଡିଶା ଭାସ୍କର): ଆଜିଠାରୁ ସର୍ବସାଧାରଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ । ପୁରୀ ଜିଲ୍ଲା ତଥା ରାଜ୍ୟ ବାହାରର ଭକ୍ତମାନେ ଏହି ସୁଯୋଗ ନେଇ ପାରିବେ । ତେବେ ମନ୍ଦିରକୁ ଦର୍ଶନ ପାଇଁ କୋଭିଡ…
India has Successfully Cultured the UK Coronavirus Strain: ICMR
New Delhi, 3/1: The Indian Council of Medical Research (ICMR) said on Saturday that India has successfully cultured the Mutant Coronavirus Strain from the UK. India is the first…
କୋଭାକ୍ସିନକୁ ମିଳିଲା ଅନୁମତି, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): କରୋନା ବିରୋଧରେ ଲଢ଼େଇ ଜାରି ରଖିବ ସ୍ୱଦେଶୀ ଟିକା । ଭାରତ ବାୟୋଟେକ ଓ ଆଇସିଏମଆର ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନକୁ ଅନୁମତି ମିଳିଛି । ଦ୍ୱିତୀୟ ଟିକା ଭାବେ କୋଭାକ୍ସିନକୁ…
ଚଳିତ ବର୍ଷ କେମିତି ହେବ ମାଟ୍ରିକ ପରୀକ୍ଷା , ଜାଣନ୍ତୁ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀ ୮୦ ମାର୍କର ପରୀକ୍ଷା ଦେବେ । ପରୀକ୍ଷା ସରିବାର ୪୫ରୁ ୫୦ ଦିନ ମଧ୍ୟରେ ଫଳାଫଳ ପ୍ରକାଶ ପାଇବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ…