Browsing Category
Top Stories
ରାଜ୍ୟସଭା ରେ ପାରିତ ହେଲା ନାଗରିକତା ସଂଶୋଧନ ବିଲ
ନୂଆଦିଲ୍ଲୀ, ୧୧ା୧୨(ଓଡ଼ିଶା ଭାସ୍କର): ଆଜି ରାଜ୍ୟ ସଭାରେ ପାରିତ ହୋଇଛି ନାଗରିକତା ସଂଶୋଧନ ବିଲ୍ । ବହୁ ତର୍କ ବିତର୍କ ପରେ ଏହି ବିଲ୍ ପାରିତ ହୋଇଛି । ବିଲ୍ ସପକ୍ଷରେ ୧୨୫ଭୋଟ ପଡ଼ିଥିବା ବେଳେ ବିପକ୍ଷରେ୧୦୫ ଭୋଟ ପଡ଼ିଛି…
ସିଲେକ୍ଟ କମିଟିକୁ ଯିବନି ନାଗରିକତା ସଂଶୋଧନ ବିଲ୍
ନୂଆଦିଲ୍ଲୀ,୧୧ ।୧୨: ସିଲେକ୍ଟ କମିଟିକୁ ପଠାଯିବ ନାହିଁ ନାଗରିକତା ସଂଶୋଧନ ବିଲ୍ । ନାଗରିକତା ସଂଶୋଧନ ବିଲକୁ ନେଇ ରାଜ୍ୟସଭାରେ ଭୋଟିଂ ହୋଇଛି । ସିଲେକ୍ଟ କମିଟିକୁ ପଠାଯିବା ନେଇ ଆସିଥିବା ପ୍ରସ୍ତାବ କାଟ ଖାଇଲା ।…
ମିଶନ ଶକ୍ତି ମେଳାରୁ ସପିଙ୍ଗ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧ ।୧୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ମିଶନ ଶକ୍ତି ମେଳାରେ ସପିଂ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେଳାରୁ ଗହଣା ବ୍ୟାଗ୍ ଓ ସପିଙ୍ଗ ବ୍ୟାଗ କିଣି ୫୦୦ ଟଙ୍କା ଦେଲେ ନବୀନ । ଏସଏଚଜି…
ଆସାମରେ ଇଣ୍ଟରନେଟ୍ ସେବା ବନ୍ଦ, ଜମ୍ମୁରୁ ଆସାମ ଗଲେ ଯବାନ
ଆସାମ,୧୧ ।୧୨: ନାଗରିକ ସଂଶୋଧନ ବିଲକୁ ଆସାମରେ ତୀବ୍ର ବିରୋଧ କରାଯାଉଛି । ଏନେଇ କାମରୁପ ଜିଲ୍ଲା ସହ ଲକ୍ଷ୍ମୀପୁର, ତିନି ସୁକିଆ, ଗୋଲାଘାଟ ଭଳି ୧୦ଟି ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି । ଆଜି ସନ୍ଧ୍ୟା…
ପ୍ରଥମେ ବ୍ୟାଟିଂ କରିବ ଭାରତ
ନୂଆଦିଲ୍ଲୀ,୧୧ ।୧୨: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍ ଆଜି ଆରମ୍ଭ ହୋଇଯାଇଛି । ଟସ୍ ଜିତି ବୋଲିଂର ନିଷ୍ପତ୍ତି ନେଇଛି ୱେଷ୍ଟଇଣ୍ଡିଜ୍ । ପ୍ରଥମେ ବ୍ୟାଟିଂ କରିବାକୁ ଯାଉଥିବା ଭାରତୀୟ ଦଳରେ ୨ଟି…
ସମର୍ଥନ ଦେଉଛୁ, ସଂଶୋଧନ କର: ବିଜେଡି
ନୂଆଦିଲ୍ଲୀ,୧୧ ।୧୨: ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ନାଗରିକତା ସଂଶୋଧନ ବିଲକୁ ସମର୍ଥନ କରିଛି ବିଜେଡି । ଏନେଇ ବିଜେଡି ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଲୋକସଭା ଭଳି ରାଜ୍ୟ ସଭାରେ ବି ଆମର…
DAVକୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ
ଭୁବନେଶ୍ୱର,୧୧ା୧୨(ଓଡ଼ିଶା ଭାସ୍କର): ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ କେଶବ ଶତପଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହି ନୋଟିସ ଜାରି କରିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ୨୦୧୮-୨୦ ଯାଏ…
ଭଙ୍ଗା ହେଲା ବିଧାୟକଙ୍କ କ୍ୱାର୍ଟର୍ସ
ଭୁବନେଶ୍ୱର,୧୧ ।୧୨(ଓଡିଶା ଭାସ୍କର): ବିଧାନସଭା ଆଗରୁ ଭଙ୍ଗା ହେଲା ବିଧାୟକଙ୍କ କ୍ୱାର୍ଟର୍ସ । ୪୨ଟି କ୍ୱାର୍ଟର୍ସ ଭାଙ୍ଗି ଗଢା ହେବ ୧୦ ମହଲା ଆପାର୍ଟମେଣ୍ଟ । ଏହା ସହ ଅତ୍ୟାଧୁନିକ ଉଦ୍ୟାନ, ବ୍ୟାୟାମଶାଳା, ପାର୍କିଂ…
ଦୋମୁହାଁ ସାପକୁ ଦେଖି ଲୋକେ ଭୟଭୀତ, ଚମତ୍କାର କହି ପିଆଇଲେ କ୍ଷୀର
ସାପ ତ ସମସ୍ତେ ଦେଖିଥିବେ, କିନ୍ତୁ ଦୋମୁହାଁ ସାପକୁ କେବେ ଆପଣ ଦେଖିଛନ୍ତି କି ? ଏପରି ଏକ ଦୁର୍ଲଭ ପ୍ରଜାତିର ଦୋମୁହାଁ ଥିବା ସାପ ପଶ୍ଚିମବଙ୍ଗର ମିଦାନପୁରର ଏକ ଗାଁରେ ଦେଖାଦେଇଛି । ଗାଁରେ ଏହି ସାପକୁ ଦେଖିବାକୁ…
ହାଇକୋର୍ଟରୁ ପ୍ରମୋଦଙ୍କୁ ମିଳିଲା ଜାମିନ
କେନ୍ଦ୍ରାପଡ଼ା, ୧୧ା୧୨(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ କେନ୍ଦ୍ରାପଡ଼ା କୋଅପରେଟିଭ ସୋସାଇଟି ବିବାଦ ହୋଇଥିବା ମାମଲା ହୋଇଥିଲା । ସେହି ମାମଲାରେ ଆଜି ବ୍ୟାଙ୍କର ପୂର୍ବତ୍ତନ ସଭାପତି ପ୍ରମୋଦ ସାହୁଙ୍କୁ ଜାମିନ ମିଳିଛି ।…