Browsing Category

Top Stories

ମହିଳା କମିସନରେ ହାଜର ହେଲେ ଓଟିଭି ଏମଡି

ଭୁବନେଶ୍ୱର,୨୧ ।୯(ଓଡିଶା ଭାସ୍କର): ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ଆଜି ମହିଳା କମିସନରେ ହାଜର ହୋଇଛନ୍ତି ଓଟିଭି ଏମଡି ଜାଗୀ ମଙ୍ଗତ ପଣ୍ଡା । ୨୧ ତାରିଖରେ…

ରାଜ୍ୟରେ ୯ ଜୀବନ ନେଲା କରୋନା

ଭୁବନେଶ୍ୱର,୨୧ ।୯ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୪୨୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯…

ବଡ ଖବର: ପୁଣି ରାଜ୍ୟରୁ ୪୨୪୨ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୧ ।୯(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୪୨୪୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୫୦୩ ଜଣ ଓ…

ଦିନକରେ ୮୬ ହଜାର ୯୬୧ କୋରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୧ ।୯:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୮୭ ହଜାର ୮୮୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୧୩୦ ଜଣ…

ନିଲମ୍ବିତ ହେଲେ ରାଜ୍ୟସଭାର ୮ ସାଂସଦ

ନୂଆଦିଲ୍ଲୀ,୨୧ ।୯: ରାଜ୍ୟସଭାରେ ହଙ୍ଗାମା ପ୍ରସଙ୍ଗରେ ୮ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ବିଶୃଙ୍ଖଳା ଆଚରଣ ଯୋଗୁଁ ୭ ଦିନ ପାଇଁ ନିଲମ୍ବିତ ହୋଇଛନ୍ତି ସାଂସଦ । ରାଜ୍ୟସଭାରେ ହଙ୍ଗାମା ପାଇଁ ବିରୋଧୀଙ୍କ ବିରୋଧରେ…

ଆଜିଠୁ ଯୁକ୍ତ୨ ନାମଲେଖା ଆରମ୍ଭ

ଭୁବନେଶ୍ୱର,୨୧/୯(ଓଡିଶା ଭାସ୍କର): ଆଜିଠୁ ସମସ୍ତ କଲେଜରେ ଯୁକ୍ତ୨ ନାମଲେଖା ଆରମ୍ଭ ହୋଇଛି। ପ୍ରତି ଘଣ୍ଟାରେ ୧୫ ଜଣ ନାମ ଲେଖାଇ ପାରିବେ। ସକାଳ ୯ରୁ ଅପରାହ୍ନ ୫ଟା ଯାଏ ଚାଲିବ ଏହି ନାମଲେଖା ପ୍ରକ୍ରିୟା । ଏନେଇ…

ଭୁଶୁଡ଼ିଲା ତିନି ମହଲା କୋଠା, ୮ ମୃତ

ମହାରାଷ୍ଟ୍ର, ୨୧/୯: ମହାରାଷ୍ଟ୍ରର ଭିମ୍ବଡ଼ିରେ ଏକ ତିନି ମହଲା କୋଠା ଭୁଶୁଡି ପଡିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହେବା ସହ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ୨୦ ଜଣଙ୍କ ଉଦ୍ଧାର କରି…

ପ୍ରତିଦିନ କମଳା ଖାଇବା ଦ୍ୱାରା ମିଳିଥାଏ ଏହି ସବୁ ଫାଇଦା

କମଳା ଖାଇବାକୁ ପାଟିକୁ ଭଲ ଲାଗିବ ସହ ଶରୀରକୁ ଅନେକ ଫାଇଦା ମିଳିଥାଏ। ଏଥିରେ ଭିଟାମିନଏ, ବି, କ୍ୟାଲସିୟମ, ପୋଟାସିୟମ୍, ମ୍ୟାଗ୍‌ନେସିୟମ, ଫସ୍‌ଫରସ,ଓ କୋଲିନ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଏହାଛଡ଼ା କମଳାରେ…