Browsing Category

Top Stories

ଡିସେମ୍ବର ୨୭ରେ ବଲାଙ୍ଗିର ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ୱର,୨୨ ।୧୨(ଓଡିଶା ଭାସ୍କର): ଡିସେମ୍ବର ୨୭ରେ ବଲାଙ୍ଗିର ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ବଲାଙ୍ଗିର ଆସି ସେ ବରକାନିରେ BPCL ଏଲ୍‌ପିଜି ବଟଲିଂ ପ୍ଲାଣ୍ଟକୁ ଲୋକାର୍ପିତ କରିବେ । ଏଥିରେ ରାଜ୍ୟପାଳ…

ପ୍ରଥମେ ବୋଲିଂ କରିବ ଭାରତ

କଟକ,୨୨ ।୧୨(ଓଡିଶା ଭାସ୍କର): ଆଉ କିଛି ସମୟରେ ପରେ କଟକ ବାରବରଟୀରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍ ଆରମ୍ଭ ହେବ । ଟସ୍ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛି ଭାରତ । ସେହି ଅନୁସାରେ…

ଜଳିଗଲା ୨୦୦ କ୍ୱିଣ୍ଟାଲ ଧାନ

ବଲାଙ୍ଗିର,୨୨ ।୧୨(ଓଡିଶା ଭାସ୍କର): ବଲାଙ୍ଗିର ଲୋଇସିଂହା ବ୍ଲକ ଗୁର୍ଜୀଭଟ୍ଟା ଗାଁରେ ଅଗ୍ନିକାଣ୍ଡ । ଚାଷୀଙ୍କ ୨୦୦ କ୍ୱିଣ୍ଟାଲ ଧାନ ନିଆଁରେ ପୋଡି ପାଉଁଶ ହୋଇଯାଇଛି । ଚାଷୀ ସଦାନନ୍ଦ ପ୍ରଧାନଙ୍କ ସମେତ ୫ ଜଣଙ୍କ…

କଡା ସୁରକ୍ଷା ବଳୟରେ ବାରବାଟୀ ପହଞ୍ଚିଲେ ୨ ଦଳ

କଟକ,୨୨ ।୧୨(ଓଡିଶା ଭାସ୍କର): କଟକ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଲେ ଉଭୟ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍ ଖେଳାଳି । କଡା ସୁରକ୍ଷା ବଳୟରେ ୨ ଦଳକୁ ଷ୍ଟାଡିୟମ୍ ନିଆଯାଇଛି । ଅପରାହ୍ନ ୧ଟା ୩୦ ମିନିଟରେ ମ୍ୟାଚ୍ ଆରମ୍ଭ ହେବ ।…

ସିଏଏକୁ ଇମରାନଙ୍କ ଡର, କହିଲେ-‘ପାକିସ୍ତାନ ଉପରେ କୌଣସି ମୁହୁର୍ତ୍ତରେ ଆକ୍ରମଣ କରିପାରେ ଭାରତ’

ନୂଆଦିଲ୍ଲୀ,୨୨ ।୧୨: ଭାରତର ଅନ୍ତରୀଣ ମାମଲାକୁ ନେଇ ପୁଣି ବୟାନ ଦେଇଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ । ଭାରତର ନାଗରିକତା ସଂଶୋଧନ ଆଇନକୁ ନେଇ ପାକିସ୍ତାନ ଉପରେ ବିପଦ ରଖିଛି ବୋଲି ଇମରାନ୍ କହିଛନ୍ତି…

ଦିନ ୧୧ଟାରେ ବାରବାଟୀ ଷ୍ଟାଡ଼ିଅମରେ ପହଞ୍ଚିବେ ଦୁଇ ଦେଶର ଖେଳାଳି

କଟକ, ୨୨ା୧୨(ଓଡ଼ିଶା ଭାସ୍କର): ଆଜି ବାରବାଟୀ ଷ୍ଟାଡ଼ିଅମରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ଖେଳାଯିବ । ୩ଟିକିଆ ସିରିଜ ୧-୧ ବରାବର ସ୍ଥିତିରେ ରହିଛି । ସକାଳ ୯ଟାରୁ ଦର୍ଶକଙ୍କ ପାଇଁ ବାରବାଟୀ ଷ୍ଟାଡ଼ିଅମର…

୩ ଆଇପିଏସ ଅଫିସରଙ୍କ ଡିଜି ପାହ୍ୟାଙ୍କୁ ପଦୋନ୍ନତି

ଭୁବନେଶ୍ୱର, ୨୧ା୧୨(ଓଡ଼ିଶା ଭାସ୍କର): ୩ଜଣ ଆଇପିଏସ ଅଫିସରଙ୍କ ଡିଜି ପାହ୍ୟାଙ୍କୁ ପଦୋନ୍ନତି ହୋଇଛି । ରାଧାକ୍ରିଷ୍ଣନ ଶର୍ମା, ସନ୍ତୋଷ ବାଲା ଓ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କର ମଧ୍ୟ ଡିଜି ପାହ୍ୟାଙ୍କୁ ପଦୋନ୍ନତି…

ଚାହାଣୀ ମଣ୍ଡପ ପରେ ଗୁଣ୍ଡିଚା ମନ୍ଦିରର ଫଟୋ ଭାଇରାଲ

ପୁରୀ,୨୧ ।୧୨(ଓଡିଶା ଭାସ୍କର): ପୁଣିଥରେ ପୁରୀ ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ ଭାଇରାଲ ହୋଇଛି । ଗୁଣ୍ଡିଚା ମନ୍ଦିରର ଭିତର ଫଟୋ ଓ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ପଶ୍ଚିମବଙ୍ଗର ସୋମ୍ ମୋଡାକଙ୍କ ଫେସବୁକରେ ଏହି ଫଟୋ…

କୋର୍ଟରୁ ଫାଇଲ୍ ଗାଏବ, ନକଲି ଓକିଲ ଗିରଫ

ବାଲେଶ୍ୱର,୨୧ ।୧୨(ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ସିଭିଲ କୋର୍ଟରୁ ନଥିପତ୍ର ଚୋରି ମାମଲାରେ ପୋଲିସକୁ ମିଳିଛି ବଡ ସଫଳତା । ଏହି ମାମଲାରେ ନକଲି ଓକିଲ ରବି ମଲ୍ଲିକ ଓ ତାଙ୍କ ସହଯୋଗୀ ଅକ୍ଷୟଙ୍କୁ ଗିରଫ କରିଛି…