Browsing Category
Top Stories
ମେଲବର୍ଣ୍ଣ ଟେଷ୍ଟରେ ବଢ଼ିଲା ଭାରତର ସମସ୍ୟା, ୧୬୪ ରନ୍ରେ ପଡ଼ିଲା ୫ ୱିକେଟ୍
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟର ଦ୍ୱିତୀୟ ଦିନଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ ୫ ୱିକେଟ୍ ହରାଇ ୧୬୪ ରନ୍ କରିଛି। ଋଷଭ ପନ୍ତ ୬ ଓ ରବୀନ୍ଦ୍ର ଜାଡେଜା ୪ ରନ୍ କରି ଅପରାଜିତ ଅଛନ୍ତି।
ଏହା…
୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଲ ମଝିରେ ଜଳିଗଲେ ଚାଷୀ
ଭଦ୍ରକ: (ଓଡ଼ିଶା ଭାସ୍କର) ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଲ ମଝିରେ ଜଳିଗଲେ ଚାଷୀ । ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ବାଲିଗାଁ ନରସିଂହପୁର ଗାଁ ୧୨ ନମ୍ବର ଓ୍ଵାର୍ଡରେ । ମୃତ ଚାଷୀ…
ଆସୁଛି ନୂଆବର୍ଷ : ବର୍ଷଯାକ ମା’ଲକ୍ଷ୍ମୀଙ୍କ କୃପା ପାଇବାକୁ ଘରୁ ଫିଙ୍ଗି ଦିଅନ୍ତୁ ଏହି ଜିନିଷ
ନୂଆବର୍ଷ ୨୦୨୫କୁ ଆଉ ଅଳ୍ପ ଦିନ ବାକି ଅଛି । ନୂଆବର୍ଷରେ ମା’ଲକ୍ଷ୍ମୀଙ୍କ କୃପା ଓ ଶୁଭଫଳ ପ୍ରାପ୍ତି ପାଇଁ ବାସ୍ତୁର କିଛି ନିୟମ ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ୍ ଜୀବନରେ ସମସ୍ୟା ଦେଖାଦେଇଥାଏ । ବାସ୍ତୁ ଦୋଷ ମଧ୍ୟ…
(Video) ସୁଟ ବୁଟରେ ରିଲ୍ସ କରୁ କରୁ ଫୁଙ୍ଗୁଳା ଦେହରେ ପହଞ୍ଚିଗଲେ ହସ୍ପିଟାଲ, ବସି ବାହୁନୁଛନ୍ତି ହିରୋ
ଓଡିଶା ଭାସ୍କର- ବାବୁ ଫିଲ୍ମ ଷ୍ଟାଇଲରେ ଚଳନ୍ତା ଟ୍ରେନର ଛାତକୁ ଉଠିଲେ । ଟ୍ରେନ ଛାତ ଉପରେ ପୁରା ସାହରୁଖ ଷ୍ଟାଇଲରେ ହାତ ଖାଲାକରି ପୋଜ ଦେଲେ । ତେବେ କୌଣସି ଫିଲ୍ମ ସୁଟିଂ ହେଉନଥିଲା । ହେଉଥିଲା ରିଲ୍ସ । ହେଲେ…
ଚପଲ ପିନ୍ଧିବେନି ଅନ୍ନାମଲାଇ, ଛାତ୍ରୀ ବଳାତ୍କାର ପାଇଁ ନିଜକୁ ଚାବୁକ୍ ମାରି କଲେ ପ୍ରତିବାଦ
ଚେନ୍ନାଇ: ତାମିଲନାଡୁ ଭାଜପା ଅଧ୍ୟକ୍ଷ ଅନ୍ନାମଲାଇ ନିଜକୁ ନିଜେ ଚାବୁକ୍ ମାରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ନିଜ ଘର ଆଗରେ ଛିଡ଼ା ହୋଇ ସେ ପ୍ରଥମେ ସାର୍ଟ ଖୋଲିଲେ ।…
ମୁସା ବାବୁଙ୍କର ଛୁଆ ଚିନ୍ତା ! 12ଟି ସ୍ତ୍ରୀ 102ଟି ସନ୍ତାନ, ଆଉ ନାତି ନାତୁଣୀ ସଂଖ୍ୟା…
ନୂଆଦିଲ୍ଲୀ: ପ୍ରଜନନ ହାର ହ୍ରାସ ସତ୍ତ୍ବେ ବିଶ୍ବରେ ଏଭଳି ଅନେକ ଦେଶ ରହିଛି ଯେଉଁଠି ଲୋକମାନେ ଜନସଂଖ୍ୟା ସମସ୍ୟା ସହିତ ସଂଘର୍ଷ କରୁଛନ୍ତି । ଉଗାଣ୍ଡାରୁ ଏଭଳି ଏକ ଖବର ଆସିଛି ଯାହାକୁ ଶୁୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ…
ରୁଟି ପାଇଁ ମହାଭାରତ… ବରକୁ ଫେରେଇନେଲେ ବରଯାତ୍ରୀ, ଥାନାକୁ ଧାଇଁଲେ କନିଆଁ ପକ୍ଷ
ଚନ୍ଦୋଲି: ଚନ୍ଦୋଲି ଜିଲ୍ଲା ମୁଗଲସରାୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ୭ ମାସ ପୂର୍ବରୁ ଯୁବତୀଙ୍କ ବିବାହ ମହତାବ ନାମକ ବ୍ୟକ୍ତିଙ୍କ ସହ ସ୍ଥିର…
ଶୀତରେ ବର୍ଷା: ଜଳବାୟୁକୁ ନେଇ କଣ କହୁଛି ବିଜ୍ଞାନ?
ନୂଆଦିଲ୍ଲୀ- ଦିଲ୍ଲୀ ଏନସିଆର ସମେତ ଦେଶର ବିଭିନ୍ନ ଅଂଶରେ ବର୍ଷା ଦେଖିବାକୁ ମିଳୁଛି ଶୀତ ଋତୁରେ । ଲୋକେ ରେନକୋଟ ପିନ୍ଧିବେ ନା ସ୍ୱେଟର ତାକୁ ନେଇ ଦ୍ୱନ୍ଦ୍ୱରେ । ତେବେ ଶୀତରେ ବର୍ଷା ହେବା ପଛରେ କଣ ପାଣିପାଗ ଉପରେ…
ଜିରୋ ନାଇଟରେ ଚୋରା ମଦ ବିକିଲେ କଡା କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ
ଭୁବନେଶ୍ବର: ଆଉ ଦୁଇଦିନ ପରେ ବିଦାୟ ନେବ ପୁରୁଣା ବର୍ଷ । ନୂଆ ବର୍ଷକୁ ଆଗମନ କରିବା ପାଇଁ ସମସ୍ତେ କରିବେ ଜିରୋ ନାଇଟ୍ ସେଲିବ୍ରେସନ । ପାର୍ଟିର ଆସର ସହିତ ଡିଜେ ନାଇଟର ତାଳେ ତାଳେ ଝୁମିବେ ଦର୍ଶକ । ନବ ବର୍ଷ…
ଡ ମନମୋହନଙ୍କ ଅନ୍ତିମ ସଂସ୍କାର ଆଜି ନ ହେବା ପଛର କାରଣ…
ନୂଆଦିଲ୍ଲୀ- ଗତ ରାତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦେଶର ପ୍ରଖ୍ୟାତ ଅର୍ଥନୀତିଜ୍ଞ ମନମୋହନ ସିଂହଙ୍କ ପରଲୋକ ହୋଇଗଲା । ତାଙ୍କ ଅନ୍ତିମ ସଂସ୍କାର କିନ୍ତୁ ହେବ ନାହିଁ । ଆସନ୍ତା କାଲି ହେବ ଡ ସିଂହଙ୍କ ଶଷେକୃତ୍ୟ ।…