Browsing Category
Top Stories
କାଲି ଘନ କୁହୁଡ଼ି ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: ୨୦୦ ମିଟରରୁ କମ୍ ରହିବ ଦୃଶ୍ୟମାନ କ୍ଷମତା!
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କାଲି ଘନ କୁହୁଡ଼ି ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କତା ।
୨୦୦ ମିଟରରୁ କମ୍ ରହିପାରେ ଦୃଶ୍ୟମାନ କ୍ଷମତା ।…
କେନ୍ଦୁଝର: ସ୍ତ୍ରୀର ଚରିତ୍ରକୁ ସନ୍ଦେହକରି ତୀର ମାଡ଼କଲା ସ୍ବାମୀ, ଆଖି ବୁଜିଲା ପତ୍ନୀ
କେନ୍ଦୁଝର: (ଓଡ଼ିଶା ଭାସ୍କର) ସ୍ବାମୀର ତୀର ମାଡ଼ରେ ସ୍ତ୍ରୀ ମୃତ । କେନ୍ଦୁଝର ଜିଲ୍ଲା ବାମେବାରୀ ହାଣ୍ଡିଭଙ୍ଗା ଗାଁର ଏପରି ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀ ର ଚରିତ୍ରକୁ ସନ୍ଦେହ କରି ହତ୍ୟା କଲା ସଇତାନ ସ୍ବାମୀ ।…
ମହାପ୍ରଭୁଙ୍କୁ ଦର୍ଶନ କଲେ ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି
ପୁରୀ (ଓଡ଼ାଶା ଭାସ୍କର) : ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି ପରିବାର ସହ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଧାନ କରାଯାଇଥିଲା ।
ବିମାନ…
‘ପରବ’ ଫିଲ୍ମର ରୋଜଗାର ଟଙ୍କା ନାରୀଶିକ୍ଷା ପାଇଁ ହେବ ଉତ୍ସର୍ଗ, ଆହ୍ୱାନ ଫାଉଣ୍ଡେସନ ସହ ଚୁକ୍ତି
ଭୁବନେଶ୍ୱର: 'ଦମନ' ପରେ ଆସିଥିବା ମୌଳିକ କାହାଣୀ 'ପରବ' ସମସ୍ତଙ୍କ ମନକୁ ଛୁଇଁଛି। ଅନେକ ବର୍ଷ ପରେ ପରାଦୁ ଫେରିଛନ୍ତି ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ।
ଯାହା ଦର୍ଶକଙ୍କୁ ଆକୃଷ୍ଟ କରିଛି।…
ଜାନୁଆରୀ ୧୨ରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଫିଲ୍ମ ‘ରଙ୍ଗଶୁର’: ଶୀର୍ଶରେ ପାରମ୍ପରିକ ଲୋକ ନୃତ୍ୟ
ଭୁବନେଶ୍ୱର: ପ୍ରକାଶ ଫିଲ୍ମସ୍ ଏବଂ ମୁନ୍ ଟିଭି ମୁଭିଜର ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଫିଲ୍ମ 'ରଙ୍ଗଶୁର’ ନୂଆ ବର୍ଷ ଉପଲକ୍ଷେ ଆସନ୍ତା ଜାନୁଆରୀ ୧୨ ତାରିଖରେ ମୁକ୍ତିଲାଭ କରିବ ।
ରଙ୍ଗଶୁର…
ଗୃହ ମନ୍ତ୍ରଣାଳୟର ରିପୋର୍ଟରୁ ଖୁଲାସା – ବେକାର ଯୁବକ, ଗୃହିଣୀ ଏବଂ ଛାତ୍ରଛାତ୍ରୀମାନେ ହେଉଛନ୍ତି ସାଇବର ଠକେଇର ଶିକାର
ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ଏକ ନୂଆ ରିପୋର୍ଟ ଉପସ୍ଥାପନ କରିଛି । ଏହା ଅନୁଯାୟୀ, ବେକାର ଯୁବକ, ଗୃହିଣୀ ଏବଂ ଛାତ୍ରଛାତ୍ରୀମାନେ ସାଇବର ଠକେଇର ଶିକାର ହେଉଛନ୍ତି । ସେମାନେ ପ୍ରତିଦିନ ବିପୁଳ ପରିମାଣର ଅର୍ଥ…
ପଡ଼ୋଶୀଙ୍କୁ ହତ୍ୟା କଲେ ବାପ-ପୁଅ, ପରେ କଟା ମୁଣ୍ଡ ଧରି ଗଲେ ପୋଲିସ ଷ୍ଟେସନ
ନାସିକ: ମହାରାଷ୍ଟ୍ରର ନାସିକ ଜିଲ୍ଲାରୁ ଆସିଲା ଭୟଙ୍କର ଖବର । ବାପ-ପୁଅ ନିଜ ପଡ଼ୋଶୀଙ୍କୁ କଲେ ହତ୍ୟା ।
ହତ୍ୟା କରିବା ପରେ ମୃତକଙ୍କ କଟା ମୁଣ୍ଡକୁ ପୁଲିସ ଆଗରେ ନେଇ ରଖିଲେ । ଏବଂ ସ୍ଥାନୀୟ ପୁଲିସ ନିକଟରେ ସେ…
କାଶ୍ମୀରର ନାମ କଶ୍ୟପ ନାମରୁ ହୋଇପାରେ… ଅମିତ ଶାହାଙ୍କ ବଡ ଘୋଷଣା
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଦିନ ‘J&K and Ladakh Through the Ages’ ପୁସ୍ତକ ଉନ୍ମୋଚନ ଅବସରରେ କହିଛନ୍ତି ଯେ, କାଶ୍ମୀର ନାମ କଶ୍ୟପ ନାମରୁ ହୋଇପାରେ । ସେ କହିଛନ୍ତି ଯେ…
Global Warmingରୁ ବଞ୍ଚାଇବ ଏହି ପ୍ରଜାତିର ଗାଈ, କରିବନି ନିଥେନ ଗ୍ୟାସ ନିର୍ଗତ
ନୂଆଦିଲ୍ଲୀ- ନାସାର ବୈଜ୍ଞାନିକ ଗାଈକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ଗାଈକୁ ହିନ୍ଦୁମାନେ ଶୁଭ ମାନୁଥିବା ବେଳେ ନାସା ବୈଜ୍ଞାନିକ କହିଛନ୍ତି, ପରିବେଶ ପ୍ରଦୂଷଣରେ ଗାଈଙ୍କ ଭୂମିକା ବହୁତ ଅଧିକ । ଗୋରୁଗାଈ ହାକୁଟି ଓ…
Video: ନିଜ ଘରୁ ବାହର କରିଦେଲେ ପୁଅ-ବୋହୂ, ପାଗଳୀ ହୋଇ ରାସ୍ତାରେ ବୁଲୁଛି ବୁଢ଼ୀ ମା’
ନୂଆଦିଲ୍ଲୀ: ସାମଜରେ ଘଟୁଛି ଅଜବ ଘଟଣା । ଘରେ ଘେରେ ବଢ଼ୁଛି କଳହ । ମଣିଷ ହଉଛି ସ୍ୱାର୍ଥପର । ନିଜ ସ୍ୱାର୍ଥ ପାଇଁ କୋଉଠି ବାପା-ମାଆ ଛୁଆ ବିକିଲେଣି ତ କଉଠି ପୁଅ-ଝିଅ ବୁଢ଼ା ବାପା-ମାଆଙ୍କୁ ଘରୁ ବାହାର କରିଦେଉଛନ୍ତି…