Browsing Category

ଖବର

BRSରୁ କେ. କବିତା ସସପେଣ୍ଡ, ଦଳରୁ ଝିଅକୁ ନିଲମ୍ୱନ କଲେ ବାପା

ଚେନ୍ନାଇ: BRSରୁ କେ. କବିତା ସସପେଣ୍ଡ। ଦଳରୁ କେ. କବିତାଙ୍କୁ ସସପେଣ୍ଡ କଲେ ସଭାପତି କେ. ଚନ୍ଦ୍ରଶେଖର ରାଓ। ତେଲେଙ୍ଗାନା ରାଜନୀତିରୁ ଆସିଲା ବଡ଼ ଖବର। ଭାରତ ରାଷ୍ଟ୍ର ସମିତି (BRS) ବିଧାନ ପରିଷଦ ସଦସ୍ୟ (MLC)…

ମୋଦି-ପୁଟିନ-ଜିନପିଙ୍ଗଙ୍କ ସମ୍ପର୍କକୁ ସହି ପାରୁନି ଆମେରିକା, ମୋଦିଙ୍କ ନିଷ୍ପତ୍ତି ଟ୍ରମ୍ପଙ୍କୁ ବିଚଳିତ କରୁଛି!

ନୂଆଦିଲ୍ଲୀ: ପୁଣି ବିଷ ଓଗାଳିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେଲା।  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୁଟିନ୍ ଓ ଜିନପିଙ୍ଗଙ୍କ ଏକତାକୁ ସହିପାରୁନାହାଁନ୍ତି। ସେଥିପାଇଁ ବିଚଳିତ ହୋଇ ଏଣୁତେଣୁ…

ଅକ୍ଟୋବର ୮ରୁ RI ପରୀକ୍ଷା, OSSSCର ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଅକ୍ଟୋବର ୮ରୁ RI, ଅମିନ ପରୀକ୍ଷା। ICDS ସୁପରଭାଇଜର, ARI  ପରୀକ୍ଷା ଅକ୍ଟୋବର ୮ରୁ ଆରମ୍ଭ ହେବ। ନଭେମ୍ବର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା ଚାଲିବା ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି।…

ଦୁର୍ଗାପୂଜା ଭସାଣୀରେ ବାଜିବନି ଡିଜେ, ବାଣ ଓ ଲେଜର ଲାଇଟ୍ ଉପରେ ମଧ୍ୟ ଲାଗିଲା କଟକଣା

ଭୁବନେଶ୍ୱର: ପାଖେଇ ଆସୁଛି ମା ମହିଷାମର୍ଦ୍ଦିନୀଙ୍କର ପ୍ରସିଦ୍ଧ ଦୁର୍ଗାପୂଜା। ଏଥିପାଇଁ ସଜେଇ ହେଲାଣି ଗାଁ-ସହର। ବନ୍ଧା ଗଲାଣି ତୋରଣ। ହେଲେ ପୂଜା ଆରମ୍ଭରୁ ଆସିଛି ବଡ଼ ସୂଚନା। ଏଥର ଦୁର୍ଗାପୂଜା ଭସାଣୀରେ ବାଜିବନି…

ଅଧରାତିରେ ସ୍ୱାମୀକୁ ରୁମରେ ତାଲା ପକାଇ, ଦିଅର ବେଡରୁମରେ ଭାଉଜ, କରିଦେଲା ଏମିତି କାଣ୍ଡ…

ବିହାର: ଚାଞ୍ଚଲ୍ୟକର ଘଟଣା। ରାତିରେ ରୁମରେ ଶୋଇଥିଲେ ସ୍ୱାମୀ-ସ୍ତ୍ରୀ।  ହେଲେ ସ୍ତ୍ରୀର ମନ ସ୍ୱାମୀ ପାଖରେ ନରହି ଥିଲା ଦିଅର ପାଖରେ। ସେଥିପାଇଁ ସ୍ୱାମୀକୁ ନିଜ ରୁମରେ ତାଲା ପକାଇ ଦିଅର ବେଡରୁମରେ ଥିଲା ଭାଉଜ। ହେଲେ…

ସେପ୍ଟେମ୍ୱର ମାସ ପ୍ରଥମ ଦିନରୁ ସବୁ ରେକର୍ଡ ଭାଙ୍ଗିଲା ସୁନାଦର, ୧.୨୪ ଲକ୍ଷ ଟଙ୍କା ପାର୍ କଲା ରୂପା

ନୂଆଦିଲ୍ଲୀ: ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେଲା।  ସେପ୍ଟେମ୍ୱର ମାସ ପ୍ରଥମ ଦିନରୁ ହିଁ ସବୁ ରେକର୍ଡ ଭାଙ୍ଗିଲା ସୁନା ଦର। କେବଳ ସୁନା ନୁହେଁ ରୂପା ଦରରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ସୋମବାର…

ଗୁଗୁଲ୍ ଦେଲା ଚେତାବନୀ, ୨୫୦ କୋଟି Gmail ୟୁଜର୍ସଙ୍କ ଉପରେ ବିପଦ, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ସତର୍କ କରାଇଲା ଗୁଗୁଲ୍।  ୨୫୦ କୋଟି Gmail ୟୁଜର୍ସଙ୍କ ମୁଣ୍ଡ ଉପରେ ଘୂରି ବୁଲୁଛି ବିପଦ। ଶୀଘ୍ର କରନ୍ତୁ ଏହି କାମ। ହ୍ୟାକର୍ସମାନଙ୍କ ଦ୍ୱାରା ବଢୁଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ୟୁଜରମାନଙ୍କୁ ତୁରନ୍ତ…

ଭୂକମ୍ପ ରଚିଲା ମୃତ୍ୟୁର ବିଭୀଷିକା, ଏବେସୁଦ୍ଧା ୬୨୨ ଜଣଙ୍କର ମୃତ୍ୟୁ, ୧୫୦୦ରୁ ଅଧିକ ଗୁରୁତର ଆହତ, ବଢୁଛି ମୃତ୍ୟୁ ସଂଖ୍ୟା

ଆଫଗାନିସ୍ତାନ: ରବିବାର ଦିନ ବିଳମ୍ୱିତ ରାତିରେ ତାଲିବାନ ଶାସିତ ଆଫଗାନିସ୍ତାନରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ଅତି କମରେ ୬୨୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫୦୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।…

ଟ୍ରମ୍ପଙ୍କୁ ଶକ୍ତ ଚାପୁଡ଼ା ମାରିଲେ ମୋଦି, ମଞ୍ଚ ଉପରୁ ଆମେରିକାକୁ ରୋକଠୋକ୍ ଶୁଣାଇଦେଲେ

ନୂଆଦିଲ୍ଲୀ: ଆମେରିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶକ୍ତ ଜବାବ। ଟ୍ରମ୍ପଙ୍କୁ ରୋକଠୋକ୍ ଶୁଣାଇଦେଲେ ମୋଦି। ପାକିସ୍ତାନକୁ ସୁରକ୍ଷା ଦେଉଥିବା ଆମେରିକାକୁ ମଞ୍ଚ ଉପରୁ ଭର୍ସନା କଲେ ଭାରତର ପ୍ରଧାନମନ୍ତ୍ରୀ।…

(BREAKING) ମାଛ ମୁଣ୍ଡ ପାଇଁ ହତ୍ୟାକାଣ୍ଡ, ଯୁବକଙ୍କୁ ମାରି ବୁଦା ଭିତରେ ଫୋପାଡ଼ି ଦେଲେ ଅଭିଯୁକ୍ତ

ଖଲ୍ଲିକୋଟ: ମାଛ ମୁଣ୍ଡ ନେଲା ଜୀବନ।  ଖାଇବା ବେଳେ ମାଛ ମୁଣ୍ଡ ନଦେବାରୁ ରୋଷେୟାକୁ ହତ୍ୟା। କେବଳ ସେତିକି ନୁହେଁ ହତ୍ୟା କରି ରୋଷେୟାକୁ ବିଲ ଭିତରେ ଥିବା ଏକ ଲଟାବୁଦା ମଧ୍ୟରେ ଫିଙ୍ଗି ଦେଇଥିଲେ। ଘଟଣାଟି ଅଗଷ୍ଟ…