fbpx
Browsing Category

ଖବର

ଅନ୍ତରୀକ୍ଷରେ ମହିଳା ବୈଜ୍ଞାନିକ କରିଦେଖାଇଲେ ଯୋଗ: ଲୋକେ କହିଲେ…

ନୂଆଦିଲ୍ଲୀ: ଭାରତରୁ ଆରମ୍ଭ ହୋଇଥିବା ଯୋଗ ଏବେ ସମଗ୍ର ବିଶ୍ୱରେ ଲୋକପ୍ରିୟ ହୋଇପାରିଛି । ସ୍ଥିତି ଏଭଳି ହୋଇଛି ଯେ ଏବେ ଅନ୍ତରୀକ୍ଷରେ ମଧ୍ୟ ଯୋଗ କରାଯିବାକୁ ଲାଗିଛି । ବିଗତଦିନରେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ…

ନଦୀର ଆକାର ଡ୍ରାଗନ୍ ପରି: ଜାଣନ୍ତୁ କ’ଣ ଏହି Blue Dragon River ?

ନୂଆଦିଲ୍ଲୀ: ଦୁନିଆରେ ଅନେକ ଅଦ୍ଭୁତ ଜିନିଷ ଦେଖିବାକୁ ମିଳିଥାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ବ୍ଲୁ ଡ୍ରାଗନ୍ ରିଭର । ଡ୍ରାଗନ ଶବ୍ଦ ଥିଲେ ବି ଏହାର ଚୀନ ସହ କୌଣସି ସମ୍ପର୍କ ନାହିଁ । ଏହି ନଦୀ ପର୍ତ୍ତୁଗାଲରେ ଅଛି ।…

Axis Bank ଲଞ୍ଚ କଲା କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ: Samsung ପ୍ରୋଡକ୍ଟ ଉପରେ ମିଳିବ ୧୦% କ୍ୟାସବ୍ୟାକ୍

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ଆକ୍ସିସ ବ୍ୟାଙ୍କ୍ ସହଭାଗିତାରେ Samsung-Axis Bank Credit Card ଲଞ୍ଚ କରିଛି । ଏହିକାର୍ଡ ଦ୍ୱାରା ଗ୍ରାହକଙ୍କୁ ସାମସଙ୍ଗର ସବୁ ପ୍ରୋଡକ୍ଟ ଏବଂ ସେବା ଉପରେ ୧୦…

ଏହି ୨ ବ୍ୟାଙ୍କ୍ ବଢ଼ାଇଲେ ଫିକ୍ସ ଡିପୋଜିଟ୍ ଉପରେ ସୁଧ: ଗ୍ରାହକଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ: ଆଇଡିଏଫସି ଫାର୍ଷ୍ଟ ବ୍ୟାଙ୍କ୍ ଏବଂ ବନ୍ଧନ ବ୍ୟାଙ୍କ ଫିକ୍ସ ଡିପୋଜିଟ୍ ସୁଧ ଦରରେ ବୃଦ୍ଧି କରିଛନ୍ତି । ଆଇଡିଏଫସି ଫାର୍ଷ୍ଟ ବ୍ୟାଙ୍କ୍ ୨ କୋଟି ରୁ ନେଇ ୨୫ କୋଟି ଟଙ୍କାର ଏଫଡି ଉପରେ ଅଧିକ ସୁଧ ଦେବାକୁ…

ବଢ଼ିବ କି’ ସୁଧ ଦର? କାଲି ଠାରୁ ଆରମ୍ଭ ହେଉଛି RBI ବୈଠକ…

ନୂଆଦିଲ୍ଲୀ: ବଢ଼ୁଥିବା ଦରବୃଦ୍ଧି ଏବଂ ଆମେରିକାରେ ସୁଧ ଦରରେ ବୃଦ୍ଧି ପରେ ଏବେ ଭାରତୀୟ ନିବେଶକ ଏବଂ ବଜାର ବିଶେଷଜ୍ଞ ନଜର ରିଜର୍ଭ ବ୍ୟାଙ୍କର ଆଗାମୀ ବୈଠକ ଉପରେ ରହିଛି । ଆରବିଆଇର ମନିଟରିଂ ପଲିସି କମିଟିର ବୈଠକ ୨୮…

ଆଜିଠାରୁ ଲାଇଭ ଦେଖିପାରିବେ ସୁପ୍ରିମକୋର୍ଟଙ୍କ ଶୁଣାଣି: ଏହି ୱେବସାଇଟରେ ହେବ ଷ୍ଟ୍ରିମିଂ…

ନୂଆଦିଲ୍ଲୀ: ଆଜି ଠାରୁ ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ଲାଇଭ ଦେଖିପାରିବେ । ସୁପ୍ରିମକୋର୍ଟଙ୍କ ସବୈଧାନିକ ପୀଠ ମାମଲା ଶୁଣାଣିର ଲାଇଭ ଷ୍ଟ୍ରିମିଂ ଆଜିଠାରୁ ହେବ । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ୟୁୟୁ ଲଳିତଙ୍କ…

ଆଇନଜୀବୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପୋଲିସର ତଦନ୍ତ ଆରମ୍ଭ

ରାଉରକେଲାରେ ଆଇନଜୀବୀ ରମେଶ ଚନ୍ଦ୍ର ବଳଙ୍କ ଆତ୍ମହତ୍ୟା । ଡେଲି ମାର୍କେଟ ବାସଭବନରୁ ଝୁଲନ୍ତା  ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ତେବେ କିଭଳି ଓ କେଉଁ ପରିସ୍ଥିତିରେ…

ଜାପାନ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ହେବେ ସାମିଲ

ନୂଆଦିଲ୍ଳୀ: ଜାପାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ପିଏମ ନରେନ୍ଦ୍ର ମୋଦୀ ଟୋକିଓ ପହଞ୍ଚିଛନ୍ତି ।…

(Video) ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଚକମା ଦେଇ ଖସି ପଳାଇଲା ଅଜଗର: ଭୟରେ ଗାଁ ଲୋକେ…

ମାଲକାନଗିରି: ସ୍ନେକ ହେଲ୍ପଲାଇନ୍କୁ ଚକମା ଦେଇ ଖସିଗଲା ବିଶାଳ ଅଜଗର । ପ୍ରଥମେ ଧରା ଦେଲା ଓ ତାପରେ ଖସି ପଳାଇଲା । ଧରିକି ବି ଧରିପାରିଲେନି ସ୍ନେକ୍ ହେଲ୍ପଲାଇନ ସଦସ୍ୟ । କାମୁଡ଼ିବାକୁ ଗୋଡ଼ାଇବାରୁ ଭୟରେ ଛାଡ଼ିଦେଲେ ।…

ୱେବସିରିଜ୍ ନିର୍ମାଣକୁ ଅଞ୍ଜନାଙ୍କ ବିରୋଧ: କହିଲେ ବନ୍ଦ ନହେଲେ ଆଇନର ଆଶ୍ରୟ ନେବେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ରଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହେଉଛି ଏକ ୱେବ ସିରିଜ୍ ବାରଙ୍ଗ -୧୯୯୯ । ତେବେ ତାଙ୍କ ଅଜାଣତରେ ୱେବସିରିଜ୍ ନିର୍ମାଣ ହେଉଥିବା…