fbpx
Browsing Category

ଖବର

ତେହରାନରୁ ଚୀନ ଯାଉଥିବା ବିମାନରେ ବୋମା ନେଇ ହଇଚଇ, ଦିଲ୍ଲୀ ଏଟିସିରୁ ସାହାଯ୍ୟ ମାଗିଥିଲେ ପାଇଲଟ୍

ନୂଆଦିଲ୍ଳୀ: ଇରାନର ତେହରାନରୁ ଚୀନ ଯାଉଥିବା ଏକ ଇରାନୀ ବିମାନରେ ବମ୍ ଥିବା ନେଇ ସୂଚନା ମିଳିବା ପରେ ହଇଚଇ ସୃ୍ଷ୍ଟି ହୋଇଥିଲା । ଏହାପରେ ସଙ୍ଗେ ସଙ୍ଗେ ଭାରତୀୟ ବାୟୁସେନା ଆଲର୍ଟ ମୋଡରେ ଆସିଥିଲା, ଏବଂ ଦୁଇ ଲଢ଼ୁଆ…

କର୍ମଚାରୀଙ୍କ ମୃତ୍ୟୁ ପରେ ଆଶ୍ରିତଙ୍କ ଅନୁକମ୍ପା ଆଧାରରେ ନିଯୁକ୍ତି ଅଧିକାର ନୁହେଁ ରିହାତି: ସୁପ୍ରିମକୋର୍ଟଙ୍କ ଟିପ୍ପଣୀ

ସୁପ୍ରିମକୋର୍ଟ କହିଛନ୍ତି ଯେ ଅନୁକମ୍ପା ଆଧାରରେ ନିଯୁକ୍ତି ଅଧିକାର ନୁହେଁ ରିହାତି । ଆଉ ଏଭଳି ରୋଜଗାର ଦେବାର ଉଦ୍ଦେଶ୍ୟ ପ୍ରଭାବିତ ପରିବାରଙ୍କୁ ଆକସ୍ମିକ ସଙ୍କଟରୁ ବାହାର କରିବାରେ ସକ୍ଷମ କରିଥାଏ । ସୁପ୍ରିମକୋର୍ଟ…

ଏ କି’ ନୃଶଂସତା! ପରକୀୟା ପ୍ରୀତି ପାଇଁ ଛୁଆକୁ ମାରିଲା ମା…

ପଟାମୁଣ୍ଡାଇ: ପରକୀୟା ପ୍ରୀତି ପାଇଁ ବଳିପଡ଼ିଗଲା ଅଢ଼େଇ ବର୍ଷର ପୁଅ । ପରକୀୟା ପ୍ରୀତି ପାଇଁ ତଳେ କଚାଡ଼ି ମାରିଦେଲେ ମା’ ଆଉ ପ୍ରେମିକ । ପୁଅର କାନ୍ଦ ପିଶାଚିନୀ ମାଆର ହାତକୁ ରୋକି ପାରିଲା ନାହିଁ । ପରକିୟା ପ୍ରିତିରେ…

Reliance Jio ଲଞ୍ଚ କରିବ ଶସ୍ତା ଲାପଟପ୍: ୧୫ ହଜାର ହୋଇପାରେ ଦାମ୍

ନୂଆଦିଲ୍ଲୀ: Reliance Jio ଖୁବଶୀଘ୍ର ବଜେଟ୍ ଲାପଟପ୍ ଲଞ୍ଚ କରିବା ପାଇଁ ପ୍ରସ୍ତୁତି କରୁଛି । କୁହାଯାଉଛି ଏହାର ଦାମ୍ ପ୍ରାୟ ୧୫ ହଜାର ଟଙ୍କାର ରଖାଯାଇଛି । ରିଲାଏନ୍ସ ଜିଓ ଏହା ପୂର୍ବରୁ ଶସ୍ତା ଫୋନ୍ ବି ଲଞ୍ଚ…

Railway ରେ ୧୦ମ ପାସଙ୍କ ପାଇଁ ଚାକିରି ସୁଯୋଗ: ରହିଛି ୬୦୦୦ ରୁ ଅଧିକ ଭ୍ୟାକେନ୍ସୀ…

ନୂଆଦିଲ୍ଲୀ: ୧୦ମ ପରେ ସରକାରୀ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ବଢ଼ିଆ ସୁଯୋଗ । ରେଲୱେ ରିକୁଟମେଣ୍ଟ ବିଭାଗ ସେଲ ତରଫରୁ ଆପ୍ରେଣ୍ଟିସ ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୂଯାୟୀ…

୮ ବର୍ଷରେ ଶେଷ ହେଲା ମଙ୍ଗଳଯାନର ଯାତ୍ରା: ବ୍ୟାଟେରୀ ସରିବା ପରେ ନେଲା ବିଦାୟ…

ନୂଆଦିଲ୍ଳୀ: ଭାରତର ମଙ୍ଗଳଯାନରେ ଇନ୍ଧନ ଶେଷ ହୋଇଛି ଏବଂ ଏହାର ବ୍ୟାଟେରୀ ନିଜ କ୍ଷମତା ଠାରୁ ଅଧିକ ଚାଲିବା ପରେ ଶେଷ ହୋଇଛି । ଏହାପରେ ଏବେ ଅନୁମାନ କରାଯାଉଛି ଯେ ମଙ୍ଗଳଯାନ ଏହାର କାର୍ଯ୍ୟ ଶେଷ କରିବାକୁ ଯାଉଛି ।…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ: ବଢ଼ିଲା ସୁରକ୍ଷା…

ମୁମ୍ବାଇ: ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଜୀବନ ପ୍ରତି ବିପଦ ହେବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ତାଙ୍କର ସୁରକ୍ଷା କଡ଼ାକଡ଼ି କରାଯାଇଛି । ରାଜ୍ୟର ଗୁଇନ୍ଦା ବିଭାଗ (ଏସଆଇଡି) ଶନିବାର ସନ୍ଧ୍ୟା ଏନେଇ…

ମୁଲାୟମ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର: ମେଦାନ୍ତା ହସ୍ପିଟାଲର ଆଇସିୟୁରେ ହେଉଛନ୍ତି ଚିକିତ୍ସିତ

ସମାଜବାଦୀ ପାର୍ଟୀର ବରିଷ୍ଠ ନେତା ମୁଲାୟମ ସିଂହ ଯାଦବଙ୍କ ସ୍ଥିତି ଗମ୍ଭୀର ରହିଛି । ଶ୍ୱାସକ୍ରିୟାରେ ଅସୁବିଧା କାରଣରୁ ତାଙ୍କୁ ଗୁରୁଗ୍ରାମରେ ମେଦାନ୍ତା ହସ୍ପିଟାଲର ଆଇସିୟୁ-୫ ରେ ସିଫ୍ଟ କରାଯାଇଛି । ତାଙ୍କୁ…

ସ୍କାନ ଆଣ୍ଡ୍ ପେ ଫିଚର ଲଞ୍ଚ କଲା CRED: ପାର୍ଟନର ମର୍ଚ୍ଚାଣ୍ଟ ଉପରେ ମିଳିବ ୨ ଗୁଣା ରିୱାର୍ଡ ପଏଣ୍ଟ…

ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡ ପେମେଣ୍ଟ ପ୍ଲାଟଫର୍ମ କ୍ରେଡ୍ (CRED) ଏବେ ୟୁଜର୍ସଙ୍କୁ ସ୍କାନ ଏବଂ ୟୁପିଆଇ ଟ୍ରାଞ୍ଜାକ୍ସନ ସୁବିଧା ଉପଲବ୍ଧ କରାଇବ । କ୍ରେଡ୍ କହିଛି ଯେ ଏହାଦ୍ୱାରା ୟୁଜରଙ୍କୁ ବ୍ରାଣ୍ଡ୍ସ ଉପରେ ଡିଲ୍ସ…

୩୫୦୦ ଫୁଟ ଉପରେ ଉଡ଼ୁଥିଲା ବିମାନ: ଭୁପୃଷ୍ଠରୁ ବାଜିଲା ଗୁଳି, ଆଉ ତା’ପରେ …

ମ୍ୟାଁମାରରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ପ୍ରକୃତରେ ଭୁପୃଷ୍ଠରୁ ଚଳାଯାଇଥିବା ଗୁଳି ଆକାଶରେ ଉଡ଼ୁଥିବା ଏକ ବିମାନର ଯାତ୍ରୀଙ୍କ ଦେହରେ ବାଜିଛି । ଏହା ଯୋଗୁଁ ଯାତ୍ରୀ ଆହତ ହୋଇଛନ୍ତି । ମ୍ୟାଁମାର ନାସନାଲ…