Browsing Category
ଖବର
Breaking: ମହାକୁମ୍ଭରେ ବୁଡ଼ ପକାଇବେ ମୋହନ ମାଝୀ, ୩ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମହାକୁମ୍ଭର ଶେଷ ପର୍ଯ୍ୟାୟରେ ସଙ୍ଗମରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆସନ୍ତା କାଲିଠାରୁ ୩ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯିବେ ମୋହନ। ପ୍ରଥମେ ମହାକୁମ୍ଭର ତ୍ରିବେଣୀରେ ବୁଡ଼ ପକାଇବେ…
(video) ଟଙ୍କା-ଫଟୋ ପଠାଅ ମହାକୁମ୍ଭରେ ଡିଜିଟାଲ ବୁଡ଼ ପକାଅ
ଉତ୍ତରପ୍ରଦେଶ: ପ୍ରୟାଗରାଜର ମହାକୁମ୍ଭରୁ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଘଟଣା ସାମ୍ନାକୁ ଆସୁଛି। ମହାକୁମ୍ଭ କାହାକୁ ନୂଆ ପରିଚୟ ଦେଇଛି। ତ ଆଉ କାହାକୁ ରୋଜଗାରର ବାଟ ଦେଖାଇଛି। ହେଲେ ଏବେ ଜଣେ ବ୍ୟକ୍ତି ରୋଜଗାରର…
Breaking: ଓଡ଼ିଆ IAS ଅଫିସର ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଶକ୍ତିକାନ୍ତ ଦାସ ପୂର୍ବତନ RBI ଗଭର୍ଣ୍ଣର ମଧ୍ୟ ଥିଲେ
ନୂଆଦିଲ୍ଲୀ: ଓଡ଼ିଆଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ଆସ୍ଥା ଓ ଭରଷା। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଅଛନ୍ତି ପି.କେ ମିଶ୍ର। ଆଉ ଏବେ ଦ୍ୱିତୀୟ ପ୍ରମୁଖ ସଚିବ ଭାବରେ ଶକ୍ତିକାନ୍ତ ଦାସଙ୍କୁ ମି ଦାୟିତ୍ୱ…
ଖସି ପଡ଼ିଲା ନିର୍ମାଣାଧିନ ଟନେଲର ଛାତ, ସୁଡ଼ଙ୍ଗ ତଳେ ଫସି ରହିଛନ୍ତି ୬ରୁ ଅଧିକ ଶ୍ରମିକ
ହାଇଦ୍ରାବାଦ: ଘଟିଗଲା ବଡ଼ ଅଘଟଣ। ଶ୍ରମିକ ମାନଙ୍କ ଉପରେ ଖସି ପଡିଲା ନିର୍ମାଣାଧିନ ସୁଡଙ୍କର ଛାତ। ଯେଉଁ ଦୁର୍ଘଟଣାରେ ଅନେକ ଶ୍ରମିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ, ପାଖାପାଖି ୬ରୁ୮ ଜଣ ଏବେବି…
ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଟ୍ରାଭେଲ ବଜାର, ଭାଗ ନେବେ 17 ଦେଶ
ଭୁବନେଶ୍ବର: ବିଶ୍ବ ଦେଖିବ ଓଡ଼ିଶା ପର୍ଯ୍ୟଟନ । ଚଳିତ ମାସରେ ଷଷ୍ଠ ଥର ପାଇଁ ଓଡ଼ିଶା ଟ୍ରାଭେଲ ବଜାର ୨୦୨୫ ଅନୁଷ୍ଠିତ ହେବ । ଆସନ୍ତା ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ ।
ଏନେଇ…
ବସରେ ଥିଲେ ୭୦ ଯାତ୍ରୀ, ହଠାତ୍ ଚଳନ୍ତା ମୋ ବସରେ ଲାଗିଗଲା ନିଆଁ, ଆଉ ତାପରେ…
କଟକ: ପ୍ରତ୍ୟେକ ଦିନ ମୋ ବସକୁ ନେଇ ଘଟଣା ଦୁର୍ଘଟଣାମାନ ସାମ୍ନାକୁ ଆସୁଛି। କେତେବେଳେ କେଉଁ ଲୋକ ଉପରେ ମୋବସ୍ ଚଢିଯିବାରୁ ବ୍ୟକ୍ତିଙ୍କର ମୃତ୍ୟୁ ହେଉଛି ତ ଆଉ କେତେବେଳେ ଆକ୍ସିଡେଣ୍ଡରୁ ବର୍ତ୍ତି ଯାଉଛନ୍ତି ସାଧାରଣ…
ଓଡ଼ିଶୀ ନୃତ୍ୟର ଜନକ ଭାବରେ ପରିଚିତ ଗୁରୁ ମାୟାଧର ରାଉତ, ୯୫ ବର୍ଷରେ ପରଲୋକ
ନୂଆଦିଲ୍ଲୀ: ଓଡ଼ିଶୀ କିମ୍ୱଦନ୍ତୀର ଜଣେ ମହାନ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତଙ୍କର ଆଜି ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ସକାଳ ପ୍ରାୟ ୧୧ଟା ସମୟରେ ସେ ତାଙ୍କ…
ବିନା ବିଭାଗରେ ୨୦ ମାସ ମନ୍ତ୍ରୀ, ସାମ୍ନାକୁ ଆସିଲା ସତ, ଛଡ଼ାଇ ନିଆଗଲା ବିଭାଗ
ପଞ୍ଜାବ: ବିନା ମନ୍ତ୍ରାଳୟରେ ମନ୍ତ୍ରୀ ପଦ। ଯେଉଁ ବିଭାଗର କୌଣସି ଅସ୍ତିତ୍ତ୍ୱ ନାହିଁ ସେହିପରି ବିଭାଗରେ ପାଖାପାଖି ୨୦ ମାସ ହେବ ମନ୍ତ୍ରୀ ରହିଆସିଛନ୍ତି ଜଣେ ମନ୍ତ୍ରୀ। ଏକଥା ସାମ୍ନାକୁ ଆସିବା ପରେ ତାଙ୍କ ପାଖରୁ ସେ…
ସୋସିଆଲ ମିଡିଆରେ ଅଶ୍ଳୀଳ କଣ୍ଟେଣ୍ଟକୁ ନା! ରୋକ୍ ଲଗାଇବା ପାଇଁ ପ୍ରସ୍ତୁତ ସରକାର
ନୂଆଦିଲ୍ଲୀ: ରଣବୀର ଆଲ୍ଲାହାବାଦିଆଙ୍କ ଅଶ୍ଳୀଳ କଣ୍ଟେଣ୍ଟକୁ ନେଇ ସୁପ୍ରିମକୋର୍ଟଙ୍କ କଠୋର ମନ୍ତବ୍ୟ ପରେ ଆକ୍ସନ ମୋଡରେ କେନ୍ଦ୍ର ସରକାର । ଏହି ସଂହିତା 5 ରୁ 50 ଲକ୍ଷ ଫଲୋଅର୍ସ ଥିବା କଣ୍ଟେଣ୍ଟ କ୍ରିଏଟରଙ୍କୁ ପାଳନ…
ପପକର୍ଣ୍ଣର ଧମାକେଦାର ଅଫର, ଡ୍ରମ ଧରି ପହଞ୍ଚିଲେ ଲୋକେ
ସାଉଦି ଆରବ: ବିଭିନ୍ନ କମ୍ପାନୀ ବିଭିନ୍ନ ସମୟରେ ଅନେକ ଅଫର ଦେଇଥାନ୍ତି। ଠିକ୍ ସେହିପରି ଏକ ଫିଲ୍ମ ହଲ୍ ମଧ୍ୟ ପପକର୍ଣ୍ଣର ଅନଲିମିଟେଡ଼୍ ଅଫର ଦେଇଥିଲା। ହେଲେ ତା ପରେ ଯାହା ହେଲା ଚିନ୍ତାରେ ପଡିଯାଇଥିଲେ…