Browsing Category
ଖବର
ଧର୍ମଶାଳା ବିଧାୟକ ହିମାଂଶୁଙ୍କ ହାତରେ ରାଖୀ ବାନ୍ଧିଲେ ହଜାର ହଜାର ଭଉଣୀ
ଧର୍ମଶାଳା: ରାଖୀ ପୂର୍ଣ୍ଣିମା ଆଉ ଧର୍ମଶାଳାର ସମ୍ପର୍କ କିଛି ନିଆରା। ସେଥିପାଇଁ ତ ପ୍ରତିବର୍ଷ ଧର୍ମଶାଳାରେ କିଛି ଭିନ୍ନ ଧରଣର ଦୃଶ୍ୟ ଦେଖିବାକୁ ମିଳେ। ଯେପରି ଚଳିତ ବର୍ଷ ରାଖୀ ପୂର୍ଣ୍ଣିମାରେ ଦେଖିବାକୁ ମିଳିଛି।…
ଟଙ୍କା ପଇସାକୁ ନେଇ ଆଜି ସାବଧାନ ରୁହନ୍ତୁ ଏହି ୨ ରାଶି, ହୋଇପାରେ ବଡ଼ କ୍ଷତି
ଓଡ଼ିଶାଭାସ୍କର: ଆଜି ଭାଦ୍ରପଦ କୃଷ୍ଣ ପକ୍ଷର ଉଦୟ ତିଥି ପ୍ରତିପଦା ଏବଂ ରବିବାର। ଆଜି ପ୍ରତିପଦା ତିଥି ମଧ୍ୟାହ୍ନ ୧୨:୧୧ ପର୍ଯ୍ୟନ୍ତ ରହିବ। ଏହା ପରେ ଦ୍ୱିତୀୟା ତିଥି ଆରମ୍ଭ ହେବ। ଶୁଭ ଯୋଗ ଆଜି ରାତି ୧୨:୦୨…
ଜନ୍ମକଲା ପୁଅ ସାଜିଲା ସଇତାନ, ଜମିବାଡ଼ି ଲୋଭରେ ମା’କୁ ସବୁଦିନ ପାଇଁ ଅଫେରା ରାଇଜକୁ ପଠାଇଦେଲା
ଆସିକା: ପୁଣି ଏକ ଅପରାଧ। ନୃଶଂସତାର ସବୁ ସୀମା ଟପିଲା ଜନ୍ମକଲା ପୁଅ। ସାମାନ୍ୟ ଜମିବାଡ଼ି ପାଇଁ ନିଜ ମା'କୁ ହତ୍ୟା କରିବାକୁ ବି ପଛଘୁଞ୍ଚା ଦେଲାନି ରାକ୍ଷସ ପୁଅ।
ଜମିବାଡ଼ି ଲୋଭରେ ଅନ୍ଧ ଥିବା ବଢ଼ିଲା ପୁଅ…
୧୩ରେ ଲଘୁଚାପ, ୧୨ରୁ ପ୍ରବଳ ବର୍ଷା, ଅଶାନ୍ତ ରହିବ ସମୁଦ୍ର, ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର
ଭୁବନେଶ୍ୱର: ପୁଣି ଆସୁଛି ଲଘୁଚାପ। ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ।
ଆସନ୍ତା ୧୩ ତାରିଖରେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ…
ଶୁଭମନ ଗିଲ୍ ଙ୍କ ଜର୍ସି କିଣିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରତିଯୋଗିତା, ଏତିକି ଲକ୍ଷ ଟଙ୍କାରେ ହେଲା ନିଲାମ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ଶୁଭମନ ଗିଲଙ୍କ ପ୍ରଥମ ଇଂଲଣ୍ଡ ଗସ୍ତ ବହୁତ ଚମତ୍କାର ଥିଲା। ଏହି ସିରିଜରେ ଶୁଭମନ ଗିଲ୍ ପାଞ୍ଚଟି ମ୍ୟାଚର ୧୦ ଇନିଂସରେ ୭୫୪ ରନ କରିଥିଲେ।
ଏହି ସମୟରେ ଗିଲଙ୍କ ବ୍ୟାଟରୁ…
ଶରୀରରୁ ରକ୍ତ କମିଯାଇଛି କି, ହିମୋଗ୍ଲୋବିନ୍ ବୃଦ୍ଧି ପାଇଁ ଖାଆନ୍ତୁ ଏହି ଫଳ
ଓଡ଼ିଶାଭାସ୍କର: ହିମୋଗ୍ଲୋବିନ୍ ଅଭାବ ଯୋଗୁଁ ଆପଣଙ୍କୁ ରକ୍ତହୀନତା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯଦି ଆପଣ ଠିକ୍ ସମୟ ମଧ୍ୟରେ ଶରୀରରେ ରକ୍ତ ଅଭାବକୁ ଦୂର ନକରନ୍ତି, ତେବେ ଆପଣଙ୍କୁ ଦୁର୍ବଳତା ଏବଂ ମୁଣ୍ଡ…
ସ୍ୱାମୀର ହାତ-ଗୋଡ଼ ଭାଙ୍ଗି ଛୁଆକୁ ଧରି ଭଣଜା ସାଙ୍ଗରେ ଫେରାର ହୋଇଗଲା ମାଇଁ
ବିହାର: ଗଜବ ଲଭ୍ ଷ୍ଟୋରୀ। ସ୍ୱାମୀ ଆସିଲାନି ପସନ୍ଦ, ଭଣଜା ପ୍ରେମରେ ଉବୁଟୁବୁ ହେଉଥିଲା ମାଇଁ। ଶେଷରେ ନିଜ ସ୍ୱାମୀକୁ ମାଡ଼ ମାରି ହାତ ଭାଙ୍ଗିଦେବା ପରେ ନିଜ ଛୁଆକୁ ଧରି ଭଣଜା ସାଙ୍ଗରେ ଫେରାର ହୋଇଗଲା ମାଇଁ।…
ଗୋଟେ ପରେ ଗୋଟେ ୨୦ରୁ ଅଧିକ ବଗି ହେଲା ଲାଇନଚ୍ୟୁତ, ବନ୍ଦେଭାରତ ଏକ୍ସପ୍ରେସ୍ ବାତିଲ୍
ଝାଡ଼ଖଣ୍ଡ: ପୁଣି ଲାଇନଚ୍ୟୁତ ହେଲା ଟ୍ରେନ୍। ଗୋଟେ ପରେ ଗୋଟେ ପଛକୁ ପଛ ୨୦ଟି ବଗି ହେଲା ଲାଇନଚ୍ୟୁତ। ଟ୍ରେନ୍ ଚଳାଚଳ ପ୍ରଭାବତି। ଗଡିପାରୁନି ବନ୍ଦେ ଭାରତ ଏକ୍ସପ୍ରେସ୍।
ଶନିବାର ଦିନ ଭୋରୁ ଭୋରୁ ଝାଡ଼ଖଣ୍ଡର…
ହାରିବା ବାଜି ପଲଟିଗଲା, ୱେଷ୍ଟଇଣ୍ଡିଜ୍ ପାଟିରୁ ଜିତ୍ କୁ ଛଡ଼ାଇ ଆଣିଲା ପାକିସ୍ତାନ
ପାକିସ୍ତାନ: ପାକିସ୍ତାନର ODIରେ ଜବରଦସ୍ତ ପ୍ରଦର୍ଶନ। ପାକିସ୍ତାନ କ୍ରିକେଟ୍ ଟିମ୍ କୌଣସି ପ୍ରକାରେ ଶେଷ ଓଭରରେ ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ODI ଜିତିବାରେ ସଫଳ ହୋଇଛି।…
ସେପ୍ଟେମ୍ୱର ୩୦ ତାରିଖ ପରେ ବନ୍ଦ ହୋଇଯିବ ୫୦୦ ଟଙ୍କିଆ ନୋଟ୍, କ’ଣ କହିଲେ ସରକାର!
ନୂଆଦିଲ୍ଲୀ: ବନ୍ଦ ହୋଇଯିବ ୫୦୦ ଟଙ୍କିଆ ନୋଟ୍। ଗତ କିଛି ଦିନ ହେବ ସୋସିଆଲ ମିଡିଆ ଏବଂ କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଛି କି ATM ରୁ ୫୦୦ ଟଙ୍କିଆ ନୋଟ୍ ବାହାରିବା ବନ୍ଦ ହୋଇଯିବ। ଏପରିକି ଏହି ନୋଟ୍…