Browsing Category
ଖବର
ମହିଳା ସାଂସଦଙ୍କୁ ବି ଛାଡ଼ିଲେନି, ସର୍ବସମ୍ମୁଖରେ ଟାଣି ନେଲେ ସୁନା ଚେନ୍
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମାତିଛନ୍ତି ଲୁଟେରା। ସାଧାରଣ ଲୋକ ଠୁ ଆରମ୍ଭ କରି ନେତା ସାଂସଦ ମଧ୍ୟ ଏଠାରେ ନାହାଁନ୍ତି ସୁରକ୍ଷିତ। ଦିଲ୍ଲୀର ଭିଆଇପି ଏରିଆରେ ହୋଇଛି ଲୁଟ୍।
ଲୁଟେରାଙ୍କ ଆତଙ୍କ ଏତେ ମାତ୍ରାରେ…
ଭାରତ-ରୁଷ ବନ୍ଧୁତା ଦେଖି ଟ୍ରମ୍ପ ବିଚଳିତ, ମୋଦୀଙ୍କ ବଡ଼ ଘୋଷଣା!
ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଧମକକୁ ଖାତିର କଲେନି ମୋଦୀ। ରୁଷରୁ ତେଲ କିଣିବା ରହିବ ଜାରି। ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଧମକ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତିଙ୍କୁ ଏକ କଡ଼ା ବାର୍ତ୍ତା…
BREAKING: ସମ୍ପତ୍ତି ଲୋଭରେ ଅନ୍ଧ, ଦିବ୍ୟାଙ୍ଗ ପୁଅକୁ ପିଟିପିଟି ରକ୍ତାକ୍ତ କଲେ ବାପା-ମା’
ବାଲେଶ୍ୱର: ସମ୍ପତ୍ତି ଲୋଭ କଲା ବାଇଆ। ଦିବ୍ୟାଙ୍ଗ ପୁଅକୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କଲେ ସାବତ ମା’, ବାପା।
ନୀଳଗିରି ଶ୍ୟାମସୁନ୍ଦରପୁର ମହାଳିକା ସାହିରେ ଅମଣିଷ ପାଲଟିଲେ ସାବତ ମା’, ବାପା।
ସମ୍ପତ୍ତି…
ମିଳିଲା ପରିଚୟ, ପହଲଗାମରେ ହମଲା କରିଥିବା ଆତଙ୍କବାଦୀ ପାକିସ୍ତାନର
ଜମ୍ମୁକାଶ୍ମୀର: ସାମ୍ନାକୁ ଆସିଲା ବଡ଼ ସତ। ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ସମ୍ପର୍କରେ ବଡ଼ ଖୁଲାସା। ଆକ୍ରମଣରେ ସମ୍ପୃକ୍ତ ତିନି ଜଣ ଆତଙ୍କବାଦୀ ପାକିସ୍ତାନୀ ବୋଲି ମିଳିଲା ପ୍ରମାଣ।
ଏମାନେ…
କଳିଯୁଗର କୃଷ୍ଣ-ବାସୁଦେବ, ଛାତିଏ ପାଣିରେ ମୁଣ୍ଡରେ କୁନି ପୁଅକୁ ଧରି ପାର ହେଲା ବାପା (video viral)
ଉତ୍ତରପ୍ରଦେଶ: ଦ୍ୱାପର ଯୁଗରେ କଂସ କବଳରୁ କୃଷ୍ଣଙ୍କୁ ବଞ୍ଚାଇବାକୁ ବର୍ଷା ରାତିରେ ଯମୁନା ନଦୀ ପାର କରି ଗୋପପୁରରେ ପହଞ୍ଚିଥିଲେ। ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଦେବାକୁ ଯମୁନା ନଦୀର ଅକାତ କାତ ପାଣିରେ କୃଷ୍ଣଙ୍କୁ…
BREAKING: ବିଜେଡିର ଡାକରା, ବଳଙ୍ଗା ନାବାଳିକା ଜଳିଯିବା ଘଟଣାରେ ୭ରେ ପୁରୀ ବନ୍ଦ
ପୁରୀ: ବଳଙ୍ଗା ପୀଡ଼ିତା ପୋଡ଼ି ଘଟଣାରେ ବନ୍ଦ ଡାକରା ଦେଲା ବିଜେଡି। ଆସନ୍ତା ୭ ତାରିଖରେ ପୁରୀ ବନ୍ଦ ଡାକରା ଦେଲା ବିଜୁ ଜନତା ଦଳ।
ବିଜେଡି ଦଳ ପକ୍ଷରୁ କୁହାଯାଇଛି କି ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ଯାଏଁ ଆନ୍ଦୋଳନ…
ସମୁଦ୍ରରେ ବଡ଼ ଅଘଟଣ, ବୁଡ଼ିଗଲା ଯାତ୍ରୀବାହୀ ଡ଼ଙ୍ଗା, ୬୮ ଜଣ ପ୍ରବାସୀଙ୍କ ମୃତ୍ୟୁ, ୭୪ ନିଖୋଜ
କାଇରୋ: ସମୁଦ୍ର ମଝିରେ ବଡ଼ ଅଘଟଣ। ଗଭୀର ଜଳରାଶି ମଧ୍ୟରେ ଓଲଟି ପଡ଼ିଲା ଯାତ୍ରୀବାହୀ ଡ଼ଙ୍ଗା। ଫଳରେ ୬୮ ଜଣ ପ୍ରବାସୀଙ୍କର ମୃତ୍ୟୁ ହୋଇଥିବା ବେଳେ ୭୪ ଜଣଙ୍କର ମିଳୁନି ପତ୍ତା।
ୟେମେନର ଉପକୂଳ ନିକଟରେ ଏକ ଦୁଃଖଦ…
FM ଛାତ୍ରୀ ଜଳିଯିବା ଘଟଣାରେ ବଡ଼ ଖୁଲାସା, ସାଇକେଲରେ ଯାଇ ନିଜେ ପେଟ୍ରୋଲ ଆଣିଥିଲେ ପୀଡ଼ିତା
ବାଲେଶ୍ୱର: FM ଛାତ୍ରୀ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା। ନିଜେ ପେଟ୍ରୋଲ ଆଣିଥିଲେ ପୀଡ଼ିତା। ପାଖ ପେଟ୍ରୋଲ ପମ୍ପକୁ ସାଇକେଲରେ ଯାଇ ନିଜେ ପେଟ୍ରୋଲ ଆଣିଥିଲେ ଛାତ୍ରୀ। ସାମ୍ନାକୁ ଆସିଲା ସାଇକେଲ ନେଇ ଯିବା ବେଳର…
୮୧ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ
ଝାଡଖଣ୍ଡ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
'ଦିଶୋମ୍ ଗୁରୁ' ଭାବରେ ଜଣାଶୁଣା, ଶିବୁ…
ପ୍ରେମ ଜୀବନରେ ଆସିବ ମୋଡ଼, ଏହି ୪ ରାଶିଙ୍କୁ ମିଳିବ ନିଜ ପାର୍ଟନରଙ୍କ ସାଥ୍
ଓଡିଶାଭାସ୍କର: ଆଜି ଅଗଷ୍ଟ ମାସ ୪ ତାରିଖ ସୋମବାର। ଆପଣଙ୍କ ପ୍ରେମ ଜୀବନ ପାଇଁ କିପରି ରହିବ ଆଜିର ଦିନ। ଦିନଟିକୁ ଭଲ କରିବା ପାଇଁ ଆସନ୍ତୁ ଜାଣିବା ଆଜିର ଆଜିର ଶୁଭ ରଙ୍ଗ ଆଉ ଶୁଭ ସଂଖ୍ୟା ବିଷୟରେ।
ମେଷ ରାଶି:…