fbpx
Browsing Category

ଖବର

ସୀମା ଟପିଲା ନୀଳଗିରି ପୋଲିସର ଔଦ୍ଧତା, ସାମ୍ବାଦିକଙ୍କ ଗୋଡ଼ରେ ବେଡି ପକାଇବାକୁ ନେଇ ବିଭିନ୍ନ ମହଲରେ ନିନ୍ଦା

ବାଲେଶ୍ୱର/ନୀଳଗିରି (ଭାସ୍କର ନ୍ୟୁଜ୍‌): ନୀଳଗିରି ଥାନାର ଜଣେ ହୋମ୍‌ଗାର୍ଡଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ସାମ୍ବାଦିକଙ୍କ ଗୋଡ଼ରେ ପୋଲିସ ବେଡି ପକାଇବା ଘଟଣାକୁ ବିଭିନ୍ନ ମହଲରେ ଜୋରଦାର ନିନ୍ଦା…

ନୂଆ ଟିମ୍‌ ଗଢିବେ ଜଗନ: ଆନ୍ଧ୍ରରେ ଏକାଥରକେ ଇସ୍ତଫା ଦେଲେ ୨୪ ମନ୍ତ୍ରୀ, ଏପ୍ରିଲ ୧୧ରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ

ନୂଆଦିଲ୍ଲୀ: କ୍ୟାବିନେଟ୍‌ ପୁନର୍ଗଠନ କରିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ସେଥିପାଇଁ ଗୁରୁବାର ଦିନ ଏକାଥରକେ ଇସ୍ତଫା ଦେଇଛନ୍ତି ୨୪ ମନ୍ତ୍ରୀ । ସୂଚନାନୁଯାୟୀ କ୍ୟାବିନେଟ୍‌ ପୁନର୍ଗଠନ ପାଇଁ…

ଆଇସିସି ପ୍ଲେୟାର ଅଫ ଦି ମନ୍ଥ ପୁରସ୍କାର: କ୍ୟୁମିନ୍ସ, ବାବର ଓ ବ୍ରେଥୱେଟଙ୍କ ନାମ ସୁପାରିସ

ଦୁବାଇ: ଗତ ମାର୍ଚ୍ଚ ମାସରେ ଭଲ ପ୍ରଦର୍ଶନ କରିଥିବା ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜାମ ,ଅଷ୍ଟ୍ରେଲିଆ କ୍ରିକେଟ ଦଳ ଅଧିନାୟକ ପ୍ୟାଟ୍‌ କ୍ୟୁମିନ୍ସ ଓ ୱେଷ୍ଟଇଣ୍ଡିଜ ଦଳର କ୍ରେଗ ବ୍ରେଥୱେଟଙ୍କ ଦାମ ଆଇସିସି…

ଧବଳେଶ୍ୱର ପୀଠର ଚତୁଃପାର୍ଶ୍ୱରେ ହେବ ପଥର ପ୍ୟାକିଂ, ଭିତ୍ତିଭୂମିର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କରାଯିବକୁ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆଠଗଡ଼ ସ୍ଥିତ ଓଡ଼ିଶାର ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠର ଭିତିଭୂମିର ସର୍ବାଙ୍ଗୀନ ବିକାଶ ଓ ସୌନ୍ଦର୍ଯ୍ୟକରଣ ସଂପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ…

ଆଇନ୍ ଆଗରେ ଝୁକିଲେ ‘ପୁଷ୍ପା’, ଗଣିଲେ ୭୦୦ ଟଙ୍କାର ଫାଇନ୍

ମୁମ୍ବାଇ:  ଆଇନ ଜାଲରେ ଫସିଲେ ‘ପୁଷ୍ପା’ ଓରଫ ଅଲ୍ଲୁ ଅର୍ଜୁନ । ଏହି ସାଉଥ ସୁରଷ୍ଟାରଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ହାଇଦ୍ରାବାଦ ପୁଲିସ ତାଙ୍କ ନାଁରେ କାଟିଛି ଚାଲାଣ । କଳା ରଙ୍ଗର କାଚ ଥିବା କାରରେ…

ପଳାଶୁଣି ସିଜିଜ ଦୁର୍ଘଟଣା ମାମଲା: ଅଭିଯୁକ୍ତ ହାଇୱା ଡ୍ରାଇଭର ଖୋର୍ଦ୍ଧାରୁ ଧରିଲା ପୁଲିସ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଭୁବନେଶ୍ୱର ପଳାଶୁଣି ଛକରେ ହୋଇଥିବା ସିରିଜ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ହାଇୱା ଡ୍ରାଇଭରକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ଖୋର୍ଦ୍ଧା…

ଏଡସରେ ପୀଡ଼ିତ ଖୁଡ଼ୀ ରଚିଲେ ଷଡ଼ଯନ୍ତ୍ର: ନାବାଳକ ପୁତୁରା ସହ ରଖିଲେ ଶାରୀରିକ ସମ୍ପର୍କ, ପରେ ହୋଇଗଲା ଏପରି କାଣ୍ଡ

ନିକଟରେ ଏପରି ଏକ ଖବର ସାମ୍ନାକୁ ଆସିଛି, ଯେଉଁଥିରେ ପୁତୁରା ପାଇଁ ଷଡ଼ଯନ୍ତ୍ର ରଚିଥିବା ଖୁଡ଼ୀଙ୍କ ବିଷୟରେ ଖୁଲାସା ହୋଇଛି । ଖବର ମୁତାବକ, ଏଡ଼ସରେ ସଂକ୍ରମିତ ମହିଳା ନିଜ ପୁତୁରା ସହ ଶାରୀରିକ ସମ୍ପର୍କ ରଖିଛନ୍ତି,…

ଆପଣ ରାତିରେ ବିନା ପୋଷାକରେ କେବେ ଶୋଇଛନ୍ତି କି? ଜାଣନ୍ତୁ ଏହାଦ୍ୱାରା ଆମ ଶରୀରକୁ କ’ଣ ସବୁ ବେନିଫିଟ୍ ମିଳିଥାଏ

ଜଣକୁ ସୁସ୍ଥ ରହିବାକୁ ହେଲେ ସମ୍ପୂର୍ଣ୍ଣ ନିଦ୍ରା ନେବା ନିହାତି ଆବଶ୍ୟକ । ୨୪ ଘଣ୍ଟା ମଧ୍ୟରୁ ୮ ଘଣ୍ଟା ଶୋଇବା ଆମା ଶରୀର ପାଇଁ ନିହାତି ଜରୁରୀ । ପ୍ରତ୍ୟେକ ଲୋକଙ୍କର ଶୋଇବାର ଷ୍ଟାଇଲ ଅଲଗା ଅଲଗା ହୋଇଥାଏ । ଆପଣ…

ବିଜେପି ସାଂସଦଙ୍କୁ ନମୋଙ୍କ ୧୫ ଦିନିଆ ଟାସ୍କ

ନୂଆଦିଲ୍ଲୀ: ବିଜେପିର ସାଂସଦଙ୍କୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଦିନ ପାଇଁ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ଟାସ୍କ । ସମସ୍ତ ସାଂସଦଙ୍କୁ ନିଜ ନିଜର କାମର ତାଲିକା ମଧ୍ୟ ଦିଆଯାଇଛି । ୬ ଏପ୍ରିଲ ଦଳର…

ପାକିସ୍ତାନରେ ବାଲାଟ୍‌ ପେପର୍‌ ପାଇଁ କାଗଜ ସଙ୍କଟ, ୩ ମାସ ମଧ୍ୟରେ ନିର୍ବାଚନ କରିବାକୁ ମନା କଲେ ଇସି

ଇସଲାମାବାଦ୍‌: ପାକିସ୍ତାନରେ ରାଜନୈତିକ ସଙ୍କଟ ପାଇଁ ୯୦ ଦିନ ମଧ୍ୟରେ ସାଧାରଣ ନିର୍ବାଚନ କରିବାଲାଗି ଜାରିହୋଇଥିବା ନିର୍ଦ୍ଧେଶନାମାରେ ବ୍ୟତିକ୍ରମ ଦେଖାଦେଇପାରେ । କାରଣ ପାକିସ୍ତାନରେ ବାଲାଟ ପେପର ପାଇଁ କାଗଜ ସଙ୍କଟ…