fbpx
Browsing Category

ଖବର

ସବୁ ATMରେ ମିଳିବ କାର୍ଡଲେସ୍ ସୁବିଧା, କେବଳ SBI ଗ୍ରାହକଙ୍କୁ ମିଳୁଥିଲା ସ୍ୱତନ୍ତ୍ର ସୁବିଧା

ଏବେ ଦେଶର ସମସ୍ତ ବ୍ୟାଙ୍କରୁ ବିନା ଏଟିଏମ୍ କାର୍ଡରେ ଟଙ୍କା ଉଠାଣ ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି । ବର୍ତ୍ତମାନ ସମଗ୍ର ଭାରତରେ ଅଳ୍ପ କେତେକ ବ୍ୟାଙ୍କ ଏହି ସୁବିଧା…

ଆଗ୍ରା, ମଥୁରା, ଅମୃତସର ଓ ମାତା ବୈଷ୍ଣୋଦେବୀ ମନ୍ଦିର ଭ୍ରମଣ କରିବାର ଅଫର୍ ମିସ୍ କରନ୍ତୁନି: ଜାଣନ୍ତୁ IRCTCର ନର୍ଥ ଇଣ୍ଡିଆ ପ୍ୟାକେଜର ବୁକିଂ…

ନୂଆଦିଲ୍ଲୀ: ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ଏକ ଖାସ୍ ଭ୍ରମଣ ଅଫର୍ ଲଞ୍ଚ କରାଯାଇଛି । ଆଇଆରସିଟିସିର ଏହି ନର୍ଥ ଇଣ୍ଡିଆ ପ୍ୟାକେଜରେ ଆପଣ ଆଗ୍ରା, ମଥୁରା, ଅମୃତସର ଓ ମାତା…

୧୦ରୁ ଟିକାକରଣ ଆରମ୍ଭ, ଘରୋଇ ମେଡିକାଲରେ ଦିଆଯିବ ବୁଷ୍ଟର ଡୋଜ୍‌

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆସନ୍ତା ୧୦ ତାରିଖ ରବିବାରଠାରୁ ଆରମ୍ଭ ହେବ ଟିକାକରଣ ପ୍ରକ୍ରିୟା । ସାଧାରଣ ଲୋକ ନେବେ କୋଭିଡ୍‌ ବୁଷ୍ଟର ଡୋଜ୍‌ । ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ଏହି ଡୋଜ୍‌ ।…

ଏଫଆଇଏଚ ଜୁନିୟର ମହିଳା ହକି ବିଶ୍ୱକପ୍‌: ଦକ୍ଷିଣ କୋରିଆକୁ ୩-୦ ପରାସ୍ତ କରି ସେମିରେ ଭାରତ

ପୋଚେଫଷ୍ଠ୍ରୁମ(ଦକ୍ଷିଣ ଆଫ୍ରିକା): ଭାରତୀୟ ଜୁନିୟର ମହିଳା ହକି ଦଳ ବିଜୟ ଧାରା ବଜାୟ ରଖି ଏଠାରେ ଚାଲିଥିବା ଏଫଆଇଏଚ ଜୁନିୟର ମହିଳା ହକି ବିଶ୍ୱକପ ସେମିଫାଇନାଲ ମ୍ୟାଚ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି । ଗ୍ରୁପ…

ଆଜି ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା, ୨ ବର୍ଷ ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥ ଟାଣିବେ ଭକ୍ତ

ଭୁବନେଶ୍ବର (ଭାସ୍କର ନ୍ୟୁଜ): ଦୀର୍ଘ ଦୁଇ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବ।  ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ଏଥିପାଇର୍ ଏକାମ୍ରକ୍ଷେତ୍ର  ଚଳଚଞ୍ଚଳ ହୋଇ ଉଠିଛି  ।…

ଆଜି ଶପଥ ନେବେ ବିଏମ୍‌ସିର ପ୍ରଥମ ନିର୍ବାଚିତ ମେୟର ଓ ୬୭ ନବନିର୍ବାଚିତ କର୍ପୋରେଟର ; ଡେପୁଟି ମେୟର ନିର୍ବାଚନ ପାଇଁ ଚାଲିଛି କସରତ

ଭୁବନେଶ୍ୱର (ଓଡିଶା ଭାସ୍କାର): ଆଜ ଭୁବନେଶ୍ବର ମହାନଗର ନିଗମର ପ୍ରଥମ ନିର୍ବାଚିତ ମେୟର ସୁଲୋଚନା ଦାସଙ୍କ ସମେତ ୬୭ କପୋର୍ଟର ଶପଥ ଗ୍ରହଣ କରିବେ। ବିଏମ୍‌ସି ସ୍ବତନ୍ତ୍ର ସମ୍ମିଳନୀ କକ୍ଷରେ ସକାଳ ସାଢ଼େ ୯ଟାରେ ଶପଥ…

ରାଜ୍ୟରେ ଝଡ଼ବର୍ଷା ସହ ବଜ୍ରପାତ ନେଇ ଆର୍ଲଟ ଜାରି, ୭ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌):  ଆଜି ରାଜ୍ୟର କେତେକ ଜିଲ୍ଲାରେ ଝଡ଼ବର୍ଷା, ବଜ୍ରପାତ ହେବାର ସମ୍ଭାବନା ରହିଛି । ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଉ ଏହାକୁ…

Repo Rate ଅପରିବର୍ତ୍ତିତ ରଖିଲା RBI

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ରେପୋ ରେଟ୍ ଅପରବର୍ତ୍ତିତ ରଖାଯାଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଛଅ ଜଣିଆ ମନିଟାରି ପଲିସି କମିଟି (ଏମପିସି)ରେ ଏହି…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୨ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ଦେଶ ପାଇଁ ଦୁଃଖୀ ଜ୍ୟାକ୍‌ଲିନ: ସୋସିଆଲ ଶ୍ରୀଲଙ୍କାବାସୀଙ୍କୁ ଜଣାଇଲେ ସହାନୁଭୂତି , କହିଲେ ସମସ୍ୟାକୁ ସାମ୍ନା କରୁଥିବା ଲୋକଙ୍କୁ ଧୈର୍ଯ୍ୟ ଓ…

ମୁମ୍ବାଇ: ଶ୍ରୀଲଙ୍କା ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ସେଠାକାର ଲୋକଙ୍କୁ ଆତ୍ୟାବଶ୍ୟକୀୟ ସାମଗ୍ରୀ ମିଳିବା କଷ୍ଟକର ହୋଇପଡ଼ିଛି । ଅନେକ ଦେଶ ଶ୍ରୀଲଙ୍କାର ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।…