ସମ୍ବଲପୁର: NAAC ରେଟିଂ ଲାଞ୍ଚ ମାମଲାରେ ୧୦ ଜଣ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛିା
ଏହି ୧୦ ଜଣିଆ NAAC ଟିମରେ ସମ୍ବଲପୁର ପ୍ରଫେସରଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି ।
ଆନ୍ଧ୍ରର ଏକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବାକୁ ନେଇ ଲାଞ୍ଚ କାରବାର ଅଭିଯୋଗରେ ୧୦ ଜଣଙ୍କୁ ଗିରଫ କରିଛି ସିବିଆଇ ।
ଜ୍ୟୋତି ବିହାର କ୍ୱାର୍ଟର୍ସରେ ରହୁଥିବା ସମ୍ପୃକ୍ତ ପ୍ରଫେସରଙ୍କ ବାସଭବନ ସିଲ୍ କରି ନୋଟିସ ଲଗାଇଲା ସିବିଆଇ ।
ଓଡ଼ିଶା ସମେତ ଦେଶର ୨୦ଟି ସ୍ଥାନରେ ସିବିଆଇ ରେଡ୍ ଜାରି ରହିଛିା