fbpx
BJD SKY
BJD SKY

CBSE ଦଶମ ଟର୍ମ-୧ ଇଂଲିଶ ପ୍ରଶ୍ନପତ୍ରରେ ତ୍ରୁଟି

BJD

ନୂଆଦିଲ୍ଲୀ: ଦଶମ ଟର୍ମ-୧ ଇଂଲିଶ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ସ୍ୱୀକାର କରିଛି CBSE ବୋର୍ଡ । ପ୍ରଶ୍ନପତ୍ରରେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ୟାସେଜ୍ ବୋର୍ଡ ଗାଇଡଲାଇନ୍ ବାହାରେ ଆସିଛି । ତେଣୁ ଏହି ପ୍ୟାସେଜ ପାଇଁ ଥିବା ପୂରା ନମ୍ବର ଶିକ୍ଷାର୍ଥୀଙ୍କୁ ମିଳିବ ବୋଲି ସିବିଏସଇ କହିଛି ।

ତେବେ ଦଶମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ରରୁ ବିବାଦୀୟ ଅନୁଚ୍ଛେଦକୁ ହଟାଇଛି ସିବିଏସଇ । ସବୁ ସେଟ୍ ପ୍ରଶ୍ନ ଉପରେ ୧୦ ନମ୍ବର ଗ୍ରେସମାର୍କ ପାଇବେ ଛାତ୍ରଛାତ୍ରୀ ।

Image

Get real time updates directly on you device, subscribe now.