fbpx

କୋଭିଡ ନିୟନ୍ତ୍ରଣ ପାଇଁ ୫ଟି ରାଜ୍ୟକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କୋଭିଡ ନିୟନ୍ତ୍ରଣ ପାଇଁ  ୫ଟି ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ସୂଚନା ଅନୁସାରେ, ତାମିଲନାଡ଼ୁ, କେରଳ, ତେଲେଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାରଙ୍କୁ ଚିଠି ପଠାଯାଇଛି ।

 

ତେବେ ଦେଶରେ ଦୈନିକ ସଂକ୍ରମଣ ୪ ହଜାର ପାର କରିଥିବାରୁ ଚେତାଇଛନ୍ତି କେନ୍ଦ୍ର ସରକାର । ୩ ମାସ ପରେ ଦୈନିକ ସଂକ୍ରମଣ ୪ ହଜାର ଟପିଥିବାରୁ ଉଦବେଗ ପ୍ରକାଶ କରିଛନ୍ତି । ଏହି ମାମଲାକୁ ଗୁରୁତ୍ୱର ସହ ନେବାକୁ କେନ୍ଦ୍ର ସରକାର କହିଛନ୍ତି ।

Get real time updates directly on you device, subscribe now.