ମନୋବିଜ୍ଞାନ ଅନୁସାରେ ଏହିମାନଙ୍କ ପାଖେ ଥାଏ ଚାଣକ୍ୟଙ୍କ ବୁଦ୍ଧି, ୮ଟି ଲକ୍ଷଣ ଉପରେ ଦିଅନ୍ତୁ ଧ୍ୟାନ

ଓଡ଼ିଶା ଭାସ୍କର: ଆଚାର୍ଯ୍ୟ ଚାଣକ୍ୟ ଜଣେ ବହୁ ଜ୍ଞାନୀ ଏବଂ ପୁରାତନ ସମୟର ପଣ୍ଡିତ ଥିଲେ। ସେ ନୀତି ଶାସ୍ତ୍ର ରଚନା କରିଥିଲେ ଯାହା ଆଜିର ସମୟରେ ମଧ୍ୟ ବହୁ ଗୁରୁତ୍ୱ ରଖେ। ତେବେ ନୀତି ଶାସ୍ତ୍ରରେ ଆଚାର୍ୟ୍ୟ ଚାଣକ୍ୟ ଜୀବନ ସହ ଜଡିତ ଅନେକ କଥା ବର୍ଣ୍ଣନା କରିଛନ୍ତି ଯାହା ଆଜି ବି ଲୋକଙ୍କ ପାଇଁ ଉପଯୁକ୍ତ ଅଟେ। ଯଦି ଆପଣ ଆପଣଙ୍କ ଜୀବନରେ ଆଚାର୍ଯ୍ୟଙ୍କ ଏହି ନୀତି ଗ୍ରହଣ କରନ୍ତି, ତେବେ ଆପଣ କେବେ ହେଲେ ଅସନ୍ତୁଷ୍ଟ ରହିବେ ନାହିଁ। ଏହା ଆପଣଙ୍କ ଜୀବନରୁ ଦୁଃଖ ଏବଂ ସମସ୍ୟା ଦୂର କରିଥାଏ।

ଏହି ୮ଟି ଲକ୍ଷଣ ଥିବା ବ୍ୟକ୍ତିଙ୍କ ପାଖେ ଚାଣକ୍ୟଙ୍କ ପରି ବୁଦ୍ଧି ରହିଥାଏ । ହାଇ ଆଇକ୍ୟୁ ଲୋକେ ସର୍ବଦା ନିଜ ଆଲୋଚନା ବିଷୟରେ ନିରିକ୍ଷଣ କରିଥାଆନ୍ତି । ଯଦି ଆପଣ ଉଚ୍ଚତାକୁ ପହଞ୍ଚିବା ପାଇଁ ଯୋଜନା କରୁଛନ୍ତି ଏବଂ ବିଫଳ ହେବାରେ ଦୁଃଖି ହୋଇଯାଆନ୍ତି ।

ଏପରି ଲୋକେ ଅଧିକ ବିନମ୍ର ହୋଇଥାଆନ୍ତି ଏବଂ ନିଜ ପ୍ରଶଂସା ଶୁଣିବା ମାତ୍ରେ ଅସହଜ ମନେ କରନ୍ତି । ଏପରି ଲୋକେ ଅସଫଳତା ହେଲେ ମଧ୍ୟ ଡରନ୍ତି ନାହିଁ ଏବଂ ରିସ୍କ ନେବା ପାଇଁ ପ୍ରସ୍ତୁତ ରୁହନ୍ତି । ହାଇ ଆକ୍ୟୁ ଲୋକେ ନିଜକୁ ନେଇ ଟିକେ କଠୋର ରହିଥାଆନ୍ତି । ଏପରି ଲୋକଙ୍କୁ ନିଜର ତୁଳନା କାହା ସହ କରୁଥିବାର ଦେଖିବାକୁ ପାଇବେ । ଏହି ଲୋକଙ୍କ କାମ ନ କରିବା ଅଭ୍ୟାସ ନଥାଏ ।

ହାଇ ଆଇକ୍ୟୁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ ଯେ, ସେ ନିଜ ଉପରେ ଧ୍ୟାନ ଦେବା ସମୟକୁ ବର୍ବାଦ ବୋଲି ବିଶ୍ୱାସ କରନ୍ତି ।