fbpx

ରଥଯାତ୍ରା ପରିଚାଳନା ସମ୍ପର୍କରେ ଶନିବାର ଗୁରୁତ୍ୱପୂର୍ଣ୍ଣ ବୈଠକ

Advertisement

ପୁରୀ: ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପରିଚାଳନାକୁ ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

ବରିଷ୍ଠ ସେବାୟତ ଏବଂ ନିଯୋଗ ପ୍ରତିନିଧିଙ୍କ ସହ ରଥଯାତ୍ରା ପରିଚାଳନାକୁ ନେଇ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ । ଛତିଶାନିଯୋଗ ବୈଠକରେ ମନ୍ଦିର ପ୍ରଶାସନ ରଥାଯାତ୍ରା ସମ୍ପର୍କୀୟ ଘୋଷଣା କରିବ ।

Get real time updates directly on you device, subscribe now.