fbpx

ଛତିଶଗଡ଼ ନାରାୟଣପୁରରେ ସୁରକ୍ଷାବାହିନୀର ଏନକାଉଣ୍ଟର; ୫ ମାଓବାଦୀ ନିହତ

Advertisement

ରାୟପୁର: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସେନାର ଏନକାଉଣ୍ଟରରେ ୫ ଜଣ ମାଓବାଦୀ ନିହତ ହୋଇଛନ୍ତି । ନାରାୟଣପୁର ଜିଲ୍ଲା କୋହକାମେଟା ଥାନା ଅଞ୍ଚଳରେ ସୁରକ୍ଷାବାହିନୀର ଯୋରଦାର ଅପରେସନ । ଏନକାଉଣ୍ଟରରେ ୫ ଜଣ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରେ ଏବେବି ଜାରି ରହିଛି ସର୍ଚ୍ଚ ଅପରେସନ ।

Get real time updates directly on you device, subscribe now.