fbpx

ଟାଉନ୍ ପ୍ଲାନିଂ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ ।୧୨(ଓଡିଶା ଭାସ୍କର): ଟାଉନ୍ ପ୍ଲାନିଂ ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁଭାରମ୍ଭ ପରେ ଜମି ମାଲିକଙ୍କୁ ପଟ୍ଟା ଆବଣ୍ଟନ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସମେତ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ପଟ୍ଟା ବାଣ୍ଟିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସାହାଜପୁର ଗାଁର ପ୍ଲଟର ପଟ୍ଟା ବଣ୍ଟନ ହୋଇଛି । ସାହାଜପୁର ଗାଁର ୩୫୮ ପ୍ଲଟର ପଟ୍ଟା ପ୍ରଦାନ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.