fbpx

୧୪ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଉଦଘାଟନ

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ୧୪ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଉଦଘାଟନ ହୋଇଛି । ୩ଟି ଉନ୍ନୀତ ଥାନାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିସିରେ ଡିଜିପି ଅଭୟ ମଧ୍ୟ ସାମିଲ ହୋଇଥିଲେ । ଉତ୍ତମ ପୋଲିସ ସେବା ସହ ସାଇବର ଅପରାଧ ଉପରେ ଲଗାମ ଲାଗିପାରିବ ।

Get real time updates directly on you device, subscribe now.