fbpx

CISFରେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପଦରେ ନିଯୁକ୍ତି ସୁଯୋଗ: ଶୀଘ୍ର କରିନିଅନ୍ତୁ ଆବେଦନ

ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ(ସିଆଇଏସଫ) ରେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପଦରେ ଆବେଦନ ପାଇଁ ବିଜ୍ଞପ୍ତି ଜାରି କରିଛି । ଏହି ପଦରେ ଆବେଦନ କରିବାକୁ ଚାହୁ ଇଚ୍ଛୁକ ତଥା ଯୋଗ୍ୟ ଆଶାୟୀମାନେ ସିଆଇଏସଏଫ ର ଅଫିସିଆଲ ୱେବସାଇଟ ସିଆଇକୁ ଯାଇ ଆବେଦନ କରିପାରିବେ ।

ସମୁଦାୟ ୬୪୭ ପଦବୀ ପାଇଁ ଆବେଦନ ଜାରି କରାଯାଇଥିବାବେଳେ ପଦରେ ଆବେଦନ କରିବା ପାଇଁ ଶେଷ ତାରିଖ ୫ ଫେବୃଆରୀ ରହିଛି । ଆଶାୟୀ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ ପାସ୍ ହୋଇଥିବା ଆବଶ୍ୟକ । ସେହିଭଳି ୧.୮.୨୦୨୨ ସୁଦ୍ଧା ୩୫ ବର୍ଷ ବୟସ ସୀମା ରହିଛି ।

ଆଶାୟୀ ଏହି ଲିଙ୍କରେ ଆବେଦନ କରିପାରିବେ https://www.cisf.gov.in/

କିମ୍ବା ଏହି ଲିଙ୍କ ଦ୍ୱାରା ଅଫିସିଆ ନୋଟିଫିକେସନ ପଢ଼ିପାରିବେ । https://www.cisf.gov.in/cisfeng/wp-content/uploads/2021/12/3815.pdf

ତେବେ ଆବେଦନ କରିବା ପୂର୍ବରୁ ଆଶାୟୀ ଅଫିସିଆଲ ନୋଟିଫିକେସନକୁ ଭଲ ଭାବରେ ପଢ଼ିନେବାକୁ ପରାମର୍ଶ ।

Get real time updates directly on you device, subscribe now.