fbpx

ପଖାଳ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାବାସୀଙ୍କୁ ଜଣାଇଲେ ଶୁଭେଚ୍ଛା (Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ପଖାଳ ଦିବସ । ଗାଁ ଠାଣୁ ସହର ସବୁଠି ଅତି ଆନନ୍ଦର ସହ ପାଳନ ହେଉଛି ଏହି ପଖାଳ ଦିବସ । ପଖାଳ ଦିବସ ଅବସରରେ ସବୁଠୁ ଜମୁଛି ପଖାଳ ଖିଆର ମଜା । ପଖାଳ ସାଙ୍ଗକୁ ଶଗ ଭଜା, ମାଛ ଭଜା, ବଡ଼ି ଚୁରା ଏହି ଭଳି ଅନେକ ଖାଦ୍ୟର ମଜା ଉଠାଉଛନ୍ତି ଲୋକ ।

ତେବେ ଏହି ପଖାଳ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ପଖାଳ ଖାଇ ପାଳନ କରିଛନ୍ତି ପଖାଳ ଦିବସ । ଏନେଇ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ମଧ୍ୟ ଜାରି ଭିଡିଓରେ ଅତି ଆନନ୍ଦର ସହ ପଖାଳ ଖାଉଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ପଖାଳ ତାଙ୍କର ପ୍ରିୟ ବୋଲି ମଧ୍ୟ କହୁଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.