fbpx
BSKY SKY
BSKY SKY

ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା

BSKY

ଭୁବନେଶ୍ୱର, ୧୨ା୨ (ଓଡିଶା ଭାସ୍କର): ଚାଷୀ ମାନଙ୍କୁ  ୨୦୨୦-୨୧ର କାଳିଆ ସହାୟତା ପ୍ରଦାନ କରାଯାଇଛି ।ଡିବିଟି ମାଧ୍ୟମରେ କାଳିଆ ସହାୟତା ପ୍ରଦାନ କଲେ ଓଡିଶା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ରାଜ୍ୟର ୫୩.୫ ଲକ୍ଷ ଚାଷୀ ପରିବାର ଉପକୃତ ହେବେ ।୫୩ ଲକ୍ଷ ମଧ୍ୟରୁ ୩୭ ଲକ୍ଷ କ୍ଷୁଦ୍ର, ନାମମାତ୍ର ଚାଷୀ ଉପକୃତ ହେବେ । ୩୭ ଲକ୍ଷ କ୍ଷୁଦ୍ର, ନାମମାତ୍ର ଚାଷୀଙ୍କୁ ଗଲା ୨ ହଜାର ଲେଖାଏଁ ଟଙ୍କା । ୯ ଲକ୍ଷ ଭୂମିହୀନ ଚାଷୀଙ୍କୁ ମିଳିଲା ୨ଟି କିସ୍ତିର ୫ ହଜାର ଲେଖାଏଁ ମିଳିବ । ଆଉ ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ ମିଳିଲା ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ।କାଳିଆ ଯୋଜନା ପାଇଁ ୧୨୭୨ କୋଟି ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ।

Get real time updates directly on you device, subscribe now.