ଭୁବନେଶ୍ୱର, ୩୦/୯(ଓଡିଶା ଭାସ୍କର): କୋଭିଡ ମୁକାବିଲା ନେଇ ଓଡ଼ିଶାକୁ WHO ପ୍ରଶଂସା କରିଛି । କୋଭିଡ ମୁକାବିଲାରେ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପକୁ ପ୍ରଶଂସା କରାଯାଇଛି। ଏହାସହ GPକୁ ସ୍ବତନ୍ତ୍ର କ୍ଷମତା ଓ ଟେଷ୍ଟିଂ କ୍ଷମତା ବୃଦ୍ଧି ନେଇ ପ୍ରଶଂସା କରାଯାଇଛି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
World Health Organisation has praised #Odisha’s effective governance & community-based strategies to fight against #COVID19. WHO has highlighted the early containment measures, dedicated covid hospitals, ramped up testing and decentralised management of the pandemic through GPs. https://t.co/2HpEC3qwX7
— CMO Odisha (@CMO_Odisha) September 30, 2020