fbpx

୫ ଜିଲ୍ଲା ପରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ରାଜ୍ୟରେ ବର୍ତ୍ତମାନ ବନ୍ୟାର ସ୍ଥିତି ବହୁତ ଜଟିଳ ରହିଛି । ସବୁ ଆଟେ ଜଳମଗ୍ନ ହୋଇ ଯାଇଛି । କିଛି କିଛି ସ୍ଥାନରେ ଯାତାୟତ ମଧ୍ୟ ବିଚ୍ଛିନ୍ନ ହୋଇ ଯାଇଛି । ତେଣୁ ଏଭଳି ପରିସ୍ଥିତିରେ ଆଜି ଆକାଶ ମାର୍ଗରୁ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ଟି ସଚିବ ଭିକେ ପାଣ୍ଡିୟାନ ମଧ୍ୟ ତାଙ୍କ ସାଥୀରେ ରହିବେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଅପରାହ୍ନ ସାଢେ ତିନିଟା ରେ ଖୁରଧା, ପୁରୀ, କଟକ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ୍ୟ ବନ୍ୟାଞ୍ଚଳ ବୁଲି ଦେଖିବେ।

Get real time updates directly on you device, subscribe now.