ଜାରି ହେଲା IPL ମ୍ୟାଚ ସୂଚୀ… ପ୍ରଥମ ଦିନରେ ମୁହାଁମୁହିଁ ହେବେ KKR-RCB, ପଢନ୍ତୁ ସମ୍ପୂର୍ଣ ମ୍ୟାଚ ସୂଚୀ
ଚଳିତ ଆଇପିଏଲର ଓପନିଂ ମ୍ୟାଚ ଶନିବାର ଆରମ୍ଭ ହେବ । ଏହି ଦିନ ଆଇପିଏଲ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।
ଓଡ଼ିଶା ଭାସ୍କର: ଆଇପିଏଲ ମହାସମର ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଏନେଇ ଆଜି ପୂରା ମ୍ୟାଚ ସୂଚୀ ଜାରି କରାଯାଇଛି । ପ୍ରଥମ ମ୍ୟାଚ ମାର୍ଚ୍ଚ ୨୨ରେ କୋଲକାତା – ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଓପନିଂ ମ୍ୟାଚ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବ । ମେ ୨୫ରେ ଆଇପିଏଲ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଗତଥର ଭଳି ଏଥର ବି ଆଇପିଏଲରେ ୧୦ ଟିମ ଭାଗନେବେ ।
ଚଳିତ ଆଇପିଏଲ ମ୍ୟାଚ ଏଥର ଡବଲ ହେଡର ରହିବ । ଏହି ସବୁ ଡବଲ ହେଡର ମ୍ୟାଚ ଶନିବାର ଓ ରବିବାର ହେବ । ଆଇପିଏଲ ଡବଲ ହେଡରର ଅର୍ଥ ଗୋଟିଏ ଦିନରେ ଦୁଇଟି ମ୍ୟାଚ । ଚଳିତ ଆଇପିଏଲର ଓପନିଂ ମ୍ୟାଚ ଶନିବାର ଆରମ୍ଭ ହେବ । ଅର୍ଥାତ ଏଥର ଦ୍ବିତୀୟ ମ୍ୟାଚ ରବିବାର ଦିନ ପ୍ରଥମ ଡବଲ ହେଡର ମ୍ୟାଚ ଦେଖିବାକୁ ମିଳିବ ।
ଆଇପିଏଲ ୨୦୨୫ ସିଜିନରେ ୧୦ ଟିମ ମଧ୍ୟରେ ୬୫ ଫାଇନାଲ ସମେତ ୭୪ ମୁକାବିଲା ହେବ । ଏହି ସବୁ ମ୍ୟାଚ ଭାରତର ୧୩ଟି ଭେନ୍ୟୁରେ ହେବ । ଦିନର ମ୍ୟାଚ ୩ଟା ୩୦ରେ ଖେଳାଯିବ । ଆଉ ସନ୍ଧ୍ୟାରେ ୭ଟା ୩୦ରେ ମ୍ୟାଚ ଆରମ୍ଭ ହେବ ।
ପଢନ୍ତୁ ସମ୍ପୂର୍ଣ ମ୍ୟାଚ ସୂଚୀ-
ତାରିଖ ଦିନ ଆରମ୍ଭ ହୋମ ଆୱେ
22-ମାର୍ଚ୍ଚ-25 ଶନିବାର 7.30 ସନ୍ଧ୍ୟା କୋଲକାତା ନାଇଫ ରାଇଡର୍ସ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର
23-ମାର୍ଚ୍ଚ-25 ରବିବାର 3.30 ଅପରାହ୍ଣ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୋୟାଲସ
23-ମାର୍ଚ୍ଚ-25 ରବିବାର 7.30 ସନ୍ଧ୍ୟା ଚେନାଇ ସୁପର କିଙ୍ଗସ ମୁମ୍ବାଇ ଇଂଡିଆନ୍ସ
24-ମାର୍ଚ୍ଚ-25 ସୋମବାର 7.30 ସନ୍ଧ୍ୟା ଦିଲ୍ଲୀ କ୍ୟାପିଟାଲସ ଲକ୍ଷନଉ ସୁପର ଜିଆଣ୍ଟସ
25-ମାର୍ଚ୍ଚ-25 ମଙ୍ଗଳବାର 7.30 ସନ୍ଧ୍ୟା ଗୁଜୁରାଟ ଟାଇଟନସ ପଞ୍ଜାବ କିଙ୍ଗସ
26-ମାର୍ଚ୍ଚ-25 ବୁଧବାର 7.30 ସନ୍ଧ୍ୟା ରାଜସ୍ଥାନ ରୋୟାଲସ କୋଲକାତା ନାଇଫ ରାଇଡର୍ସ
27-ମାର୍ଚ୍ଚ-25 ଗୁରୁବାର 7.30 ସନ୍ଧ୍ୟା ସନରାଇଜର୍ସ ହାଇଦ୍ରାବାଦ ଲକ୍ଷନଉ ସୁପର ଜିଆଣ୍ଟସ
28-ମାର୍ଚ୍ଚ-25 ଶୁକ୍ରବାର 7.30 ସନ୍ଧ୍ୟା ଚେନାଇ ସୁପର କିଙ୍ଗସ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର
29-ମାର୍ଚ୍ଚ-25 ଶନିବାର 7.30 ସନ୍ଧ୍ୟା ଗୁଜୁରାଟ ଟାଇଟନସ ମୁମ୍ବାଇ ଇଂଡିଆନ୍ସ
30-ମାର୍ଚ୍ଚ -25 ରବିବାର 3.30 ଅପରାହ୍ଣ ଦିଲ୍ଲୀ କ୍ୟାପିଟାଲସ ସନରାଇଜର୍ସ ହାଇଦ୍ରାବାଦ
30-ମାର୍ଚ୍ଚ-25 ରବିବାର 7.30 ସନ୍ଧ୍ୟା ରାଜସ୍ଥାନ ରୋୟାଲସ ଚେନାଇ ସୁପର କିଙ୍ଗସ
31-ମାର୍ଚ୍ଚ-25 ସୋମବାର 7.30 ସନ୍ଧ୍ୟା ମୁମ୍ବାଇ ଇଂଡିଆନ୍ସ କୋଲକାତା ନାଇଫ ରାଇଡର୍ସ
01-ଏପ୍ରିଲ-25 ଗୁରୁବାର 7.30 ସନ୍ଧ୍ୟା ଲକ୍ଷନଉ ସୁପର ଜିଆଣ୍ଟସ ପଞ୍ଜାବ କିଙ୍ଗସ
02-ଏପ୍ରିଲ-25 ବୁଧବାର 7.30 ସନ୍ଧ୍ୟା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଗୁଜୁରାଟ ଟାଇଟନସ
03-ଏପ୍ରିଲ-25 ଗୁରୁବାର 7.30 ସନ୍ଧ୍ୟା କୋଲକାତା ନାଇଫ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦ
04-ଏପ୍ରିଲ-25 ଶୁକ୍ରବାର 7.30 ସନ୍ଧ୍ୟା ଲକ୍ଷନଉ ସୁପର ଜିଆଣ୍ଟସ ମୁମ୍ବାଇ ଇଂଡିଆନ୍ସ
05-ଏପ୍ରିଲ-25 ଶନିବାର 3.30 ଅପରାହ୍ଣ ଚେନାଇ ସୁପର କିଙ୍ଗସ ଦିଲ୍ଲୀ କ୍ୟାପିଟାଲସ
05-ଏପ୍ରିଲ -25 ଶନିବାର 7.30 ସନ୍ଧ୍ୟା ପଞ୍ଜାବ କିଙ୍ଗସ ରାଜସ୍ଥାନ ରୋୟାଲସ
06-ଏପ୍ରିଲ-25 ରବିବାର 3.30 ଅପରାହ୍ଣ କୋଲକାତା ନାଇଫ ରାଇଡର୍ସ ଲକ୍ଷନଉ ସୁପର ଜିଆଣ୍ଟସ
06-ଏପ୍ରିଲ-25 ରବିବାର 7.30 ସନ୍ଧ୍ୟା ସନରାଇଜର୍ସ ହାଇଦ୍ରାବାଦ ଗୁଜୁରାଟ ଟାଇଟନସ
07-ଏପ୍ରିଲ-25 ସୋମବାର 7.30 ସନ୍ଧ୍ୟା ମୁମ୍ବାଇ ଇଂଡିଆନ୍ସ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର
08-ଏପ୍ରିଲ-25 ମଙ୍ଗଳବାର 7.30 ସନ୍ଧ୍ୟା ପଞ୍ଜାବ କିଙ୍ଗସ ଚେନାଇ ସୁପର କିଙ୍ଗସ