fbpx

ଆନ୍ଧ୍ର-ଓଡିଶା ସୀମା ବିବାଦର ଆପୋସ ସମାଧାନ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): କୋରାପୁଟ ପଟାଙ୍ଗୀରେ ଆନ୍ଧ୍ରପ୍ରଦେଶ-ଓଡିଶା ସୀମା ବିବାଦର ଆପୋସ ସମାଧାନ ହୋଇଛି । ସରକାରୀ ସୀମାରେ ପଥର ପୋତି ସୀମା ନିଦ୍ଧାରଣ କରିଛନ୍ତି ଲୋକେ । ସମ୍ବାଇ ପଞ୍ଚାୟତରେ ଏକାଧିକ ଗାଁକୁ ମାଡି ବସିଛି ଆନ୍ଧ୍ର ପ୍ରଦେଶ । ଜାମ୍ବୁଗୁଡାରେ ଜବରଦଖଲ ଜମିକୁ ଆନ୍ଧ୍ରର ମାଟାମ ଗ୍ରାମବାସୀମାନେ ଛାଡିଛନ୍ତି । ଓଡିଶା ସୀମାରେ ଆନ୍ଧ୍ର ବାସିନ୍ଦାଙ୍କ ଗଡ ଭାଗବଣ୍ଟା ପାଇଁ ବୈଠକ ଜାରି ରହିଛି । ଉଭୟ ପକ୍ଷରର ୨ସୀମାନ୍ତ ଗାଁର ମୁଖିଆଙ୍କ ମଧ୍ୟରେ ଆଲୋଚନା ହୋଇଛି ।

Get real time updates directly on you device, subscribe now.