ଭୁବନେଶ୍ୱର: କମ୍ରେଡ୍ ଦିବାକର ନାୟକଙ୍କ ପରଲୋକ ଘଟିଛି । ୭୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ କମ୍ରେଡ ଦିବାକର ।
ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ ଭାବେ ବହୁ ବର୍ଷ କାମ କରିଛନ୍ତି ସେ ।
ସାମ୍ୟବାଦୀ ଆନ୍ଦୋଳନର ଜଣେ ବର୍ଷିଆନ ଭାବେ ସେ ବେଶ୍ ଜଣାଶୁଣା ।