fbpx

ମୁଖ୍ୟମନ୍ତ୍ରୀ ଯିବା ସମୟରେ ମାହାଙ୍ଗାରେ ଗଣ୍ଡଗୋଳ, ବିଜେପି କର୍ମୀ – ସ୍ୱାଧୀନ ବିଧାୟକ ମୁହାଁମୁହିଁ

ଓଡିଶା ଭାସ୍କର: ମାହାଙ୍ଗାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯିବା ସମୟରେ ଗଣ୍ଡଗୋଳ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାସମୟରେ ଏହି ଘଟଣା ଘଟିଛି । ବିଜେପି କର୍ମୀ ଓ ସ୍ୱାଧୀନ ବିଧାୟକ ମୁହାଁମୁହିଁ ହୋଇଛନ୍ତି । ଗାଡି ଭଙ୍ଗାରୁଜା କରିଛନ୍ତି ବିଧାୟକଙ୍କ ସମର୍ଥକ । ଫଳରେ ମୁଖ୍ୟମନ୍ତ୍ରୀ ନିଜେ ବୁଝାଶୁଝା କରିବା ପରେ ଏଭଳି ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ଘଟଣାଟି କାହିଁକି ଘଟିଲା ତାହା ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ ।

Get real time updates directly on you device, subscribe now.