fbpx

Big Breaking; ଆଉ ୪ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ବିଧାନସଭା ଆସନରେ ଲଢିବେ ନିର୍ବାଚନ

ଭୁବନେଶ୍ୱର: ଆସନ୍ତା ନିର୍ବାଚନରେ ବିଜୟ ପାଇଁ କଂଗ୍ରେସ ଅଣ୍ଟା ଭିଡ଼ିଛି । ବର୍ତ୍ତମାନ କଂଗ୍ରେସ ତରପରୁ ଓଡ଼ିଶାର ଆଉ ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଏହି ତାଲିକାରେ ଦେବେନ୍ଦ୍ର ସାହୁ, ମନୋଜ ରଥ ପ୍ରମୁଖଙ୍କୁ ପ୍ରାର୍ତୀ ଭାବରେ ମିଳିଛି ନିର୍ବାଚନୀ ଟିକେଟ । ମାହାଙ୍ଗ ନିର୍ବାଚନ ମଣ୍ଡଳୀରୁ ଦେବେନ୍ଦ୍ର ସାହୁଙ୍କୁ ଟିକେଟ ଦେଇଥିବା ବେଳେ କଂଗ୍ରେସ ସତ୍ୟବାଦୀରୁ ମନୋଜ ରକତଙ୍କୁ ପ୍ରାର୍ଥୀ ଟିକେଟ ପ୍ରଦାନ କରିଛି । ସେହିପରି ମଧ୍ୟ ଭୁବନେଶ୍ୱର ପାଇଁ ପ୍ରକାଶ ଜେନା ଏବଂ ଉତ୍ତର ଭୁବନେଶ୍ୱର ପାଇଁ ଅଶୋକ ଦାସ ଏଥର ନିର୍ବାଚନରେ ଦଳର ମଙ୍ଗ ଧରିବେ ।

Get real time updates directly on you device, subscribe now.