fbpx

ଫେବ୍ରୁଆରି ୧୦ରେ କେନ୍ଦ୍ରାପଡ଼ାରେ କଂଗ୍ରେସର ମହାଆନ୍ଦୋଳନ ଡାକରା

କେନ୍ଦ୍ରାପଡ଼ା ,7/2: ଫେବ୍ରୁଆରି ୧୦ରେ କେନ୍ଦ୍ରାପଡ଼ାରେ ମହାଆନ୍ଦୋଳନ ଦେଇଛି କଂଗ୍ରେସ । କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଦାବି କରାଯିବ । ଜିଲ୍ଲାପାଳଙ୍କ ଅଫିସ ଘେରାଉ ସହ ବିକ୍ଷୋଭ କରିବ କଂଗ୍ରେସ। ଏହି ଆନ୍ଦୋଳନରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ସାମିଲ ହେବେ ।ଏନେଇ ପ୍ରେସ୍‌ମିଟ୍‌ରେ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରାଙ୍କ ସୂଚନା।

Get real time updates directly on you device, subscribe now.