fbpx
BSKY SKY
BSKY SKY

ରାଜ୍ୟର ୧୬୦ ସେସନସାଇଟରେ ହେବ ଟିକାକରଣ ।

BSKY

ଭୁବନେଶ୍ୱର, ୧୦ା୧ (ଓଡିଶା ଭାସ୍କର) : କରୋନା ସଂକ୍ରମଣ ମଧ୍ୟ ରେ ଟିକାକରଣ ନେଇ ସୂଚନା ଆସିଛି ।ରାଜ୍ୟର ୧୬୦ ସେସନସାଇଟରେ ହେବ ଟିକାକରଣ । ଟିକାକରଣ ସମ୍ପର୍କିତ ବୈଠକ ପରେ ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।ପ୍ରତି ସ୍ଥାନରେ ୧୦୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା । ଟିକାକରଣ ପାଇଁ ରାଜ୍ୟକୁ ପର୍ଯ୍ୟାୟକ୍ରମେ ଆସୁଛି ଉପକରଣ । ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ରାଜ୍ୟ ରେ ଉପଲବ୍ଧ ଅଛି ଉପକରଣ।

Get real time updates directly on you device, subscribe now.