fbpx

ନିଆଁ ଲାଗି ଦମ୍ପତି ଜୀବନ୍ତ ଦଗ୍ଧ

ବ୍ରଜରାଜନଗର,୧୬ ।୧୦(ଓଡିଶା ଭାସ୍କର): ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ରାମପୁରରେ ଆଜି ଏକ ଅଘଟଣ ଘଟିଛି । ରାମପୁର ଅଞ୍ଚଳରେ କୋଇଲା ଚୁଲାରୁ ନିଆଁ ଲାଗି ଦମ୍ପତି ଜୀବନ୍ତ ଦଗ୍ଧ ହୋଇଛନ୍ତି । ହଠାତ ନିଆଁ ଲାଗିବା ପରେ ଘଟଣାସ୍ଥଳରେ ସ୍ୱାମୀ ସ୍ତ୍ରୀ ଜିଅନ୍ତା ଜଳିଯାଇଛନ୍ତି । ମୃତକଙ୍କ ପରିଚୟ ମିଳିପାରି ନାହିଁ  । ଘଟଣାସ୍ଥଳରେ ବ୍ରଜରାଜନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଏହି ଘଟଣା ରାମପୁର ଫାଣ୍ଡି ଧଉଡାପଡା ଗାଁରେ ଘଟିଯାଇଛି ।

Get real time updates directly on you device, subscribe now.