କିଡ଼ନୀ ଭଳି ରୋଗରେ ଆକ୍ରାନ୍ତ ଅଛନ୍ତି କି ? ପିନ୍ଧନ୍ତୁ ମାସ୍କ

କୋଭିଡକୁ ନେଇ ଆସିଲା ସାଙ୍ଘାତିକ ତଥ୍ୟ

ଭୁବନେଶ୍ୱର : କୋଭିଡକୁ ନେଇ ଆସିଲା ଏକ ସାଙ୍ଘାତିକ ତଥ୍ୟ। ସତର୍କତା ଅବଲମ୍ବନ କରିବାକୁ ଜନସ୍ୱାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିକ୍ରିୟା। ଯଦି ଆପଣ କିଡ଼ନୀ ଭଳି ଗୁରୁତର ରୋଗରେ ଆକ୍ରାନ୍ତ ଅଛନ୍ତି ତେବେ ପିନ୍ଧିବାକୁ ପଡିବ ମାସ୍କ।

ଓଡିଶାରୁ ଯଦି କୋଭିଡ ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତେବେ ତାଙ୍କ ସ୍ୱାବ ଜିନମ ସିକ୍ୟୁଏନସ ପାଇଁ ପଠାଯିବ। ଏବେ ବ୍ୟାପିଥିବା କୋଭିଡ ଓମିକ୍ରନର ସବଭାରିଆଣ୍ଟକୁ ନେଇ ଲୋକେ ଚିନ୍ତିତ ଥିବାବେଳେ ଏପର୍ଯ୍ୟନ୍ତ କେନ୍ଦ୍ରରୁ କୌଣସି ମାର୍ଗଦର୍ଶିକା ଜାରି କରାଯାଇନାହିଁ।