fbpx

ଜୁଲାଇ ୪ରୁ ଆସିଲାଣି କରୋନାର ତୃତୀୟ ଲହର, ନିୟମ ଭାଙ୍ଗିଲେ ଉପୁଜିବ ଭୟଙ୍କର ସ୍ଥିତି: ବିଶେଷଜ୍ଞ

ହାଇଦ୍ରାବାଦ (ଓଡ଼ିଶା ଭାସ୍କର): କୋଭିଡର ତୃତୀୟ ଲହର ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଆସିବ ବୋଲି ଏସ୍‌ବିଆଇ ନିଜ ରିପୋର୍ଟରେ କହିଥିଲା । ହେଲେ ଜୁଲାଇ ୪ ତାରିଖରୁ କୋଭିଡର ତୃତୀୟ ଲହର ଆରମ୍ଭ ହୋଇଯାଇଛି ବୋଲି ୟୁନିଭର୍ସିଟି ଅଫ୍‌ ହାଇଦ୍ରାବାଦର ପ୍ରୋଭାଇସ ଚାନ୍‌ସେଲର ତଥା କୋଭିଡ୍‌ ବିଶେଷଜ୍ଞ ଡ. ବିିନ ଶ୍ରୀବାସ୍ତବ କହିଛନ୍ତି । ୧୫ ମାସ ହେବ ଏହି ବିଶେଷଜ୍ଞ କୋଭିଡ୍‌ର ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଗଭୀର ଭାବରେ ଗବେଷଣା କରୁଛନ୍ତି । ଲୋକମାନେ କୋଭିଡ ପ୍ରୋଟୋକଲ ଭାଙ୍ଗିଲେ ଆଗାମୀ ଦିନରେ ତୃତୀୟ ଲହର ସାଂଘାତିକ ହୋଇପାରେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.