fbpx

ପରୀ ମୃତ୍ୟୁ ମାମଲାରେ ଅପରାଧୀ ଚିହ୍ନଟ

ନୟାଗଡ,୨୦ ।୧୨(ଓଡିଶା ଭାସ୍କର): ନୟାଗଡ ଯଦୁପୁରର ‘ପରୀ’ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏହି ମାମଲାରେ ଅପରାଧୀ ଚିହ୍ନଟ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ଅଭିଯୁକ୍ତ ଗିରଫ ହେବାର ସମ୍ଭାବନା ରହିଛି । ଏନେଇ ଏସଆଇଟି ପକ୍ଷରୁ ସୂଚନା ମିଳିଛି ।

ତେବେ ଗତ ଜୁଲାଇ ୧୪ ତାରିଖରେ ‘ପରୀ’ ନିଖୋଜ ହୋଇଥିଲା । ଜୁଲାଇ ୨୩ରେ ‘ପରୀ’ର ମୃତଦେହ ମିଳିଥିଲା ।

Get real time updates directly on you device, subscribe now.