fbpx
BSKY SKY
BSKY SKY

ଋଣ ପରିଶୋଧ, ଜବରଦଖଲ ଉଚ୍ଛେଦ ଓ ସମ୍ପତ୍ତି ନିଲାମ ଉପରେ ଲାଗିଲା ରୋକ୍

BSKY

ଭୁବନେଶ୍ୱର,୧୧ ।୬(ଓଡିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ । ଏଣିକି ଋଣ ପରିଶୋଧ, ଜବରଦଖଲ ଉଚ୍ଛେଦ ଓ ସମ୍ପତ୍ତି ନିଲାମ ଉପରେ ରୋକ୍ ଲଗାଇଛନ୍ତି । ୧୫ ଜୁଲାଇ ଯାଁ ହାଇକୋର୍ଟ ଏହି ରୋକ୍ ଲଗାଇଛନ୍ତିି । ଏହା ସହ ୭ ବର୍ଷରୁ କମ୍ ସଜା ଅପରାଧରେ କାହାକୁ ଗିରଫ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

Get real time updates directly on you device, subscribe now.