fbpx

ଇତିହାସ ରଚିଲେ ଦୀପିକା, ସେନିଆଙ୍କୁ ହରାଇ ଆର୍ଚେରୀ କ୍ୱାର୍ଟରଫାଇନାଲରେ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ଅଷ୍ଟମ ଦିନ । ଏହାରି ମଧ୍ୟରେ ଆର୍ଚେରୀରେ ଇତିହାସ ରଚିଛନ୍ତି ଦୀପିକା କୁମାରୀ । ପ୍ରଥମ ଭାରତୀୟ ଆର୍ଚେରୀ ଭାବେ ସେ ଅଲିମ୍ପିକ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି । ଆର୍ଚେରୀ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛନ୍ତି ଦୀପିକା । ରୁଷିଆର ସେନିଆ ପେରୋଭାଙ୍କୁ ହରାଇ ସେ କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି । ଆଜି ଦିନ ୧୧ଟା ୩୦ରେ କ୍ୱାର୍ଟର ମୁକାବିଲାକୁ ଓହ୍ଲାଇବେ ଦୀପିକା ।

Get real time updates directly on you device, subscribe now.