fbpx

ରାଜ୍ୟରେ ବଢୁଛି ଡେଙ୍ଗୁ , ସ୍ଥିତି ପରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Advertisement

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ବଢିବା ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାପ୍ରକଟ କରିଛି । ଗତବର୍ଷ ଅପେକ୍ଷା ଏଥର ଅନେକ ସଂଖ୍ୟାରେ ଡେଙ୍ଗୁ ଆକ୍ରାନ୍ତ ବଢୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ବର୍ଷା ଧୀରେ ଧୀରେ ବଢିବାରୁ ଢେଙ୍ଗୁ ସଂଖ୍ୟା ମଧ୍ୟ କ୍ରମାଗତ ଭାବରେ ବଢି ଚାଲିଛି । ଗୁରୁବାର ରାଜ୍ୟରେ ୨୮୮ ଭିତରୁ ଖୋର୍ଦ୍ଧାରେ କେବଳ ୮୦ ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଏନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.