fbpx

SIT ବିରୋଧରେ ମିଥ୍ୟା ଆରୋପ ଲଗାଯାଉଛି : ଡିଜିପି

ନୟାଗଡ ୧୮ ।୧୨(ଓଡିଶା ଭାସ୍କର): ନୟାଗଡ଼ ନାବାଳିକା ଦୁଷ୍କର୍ମ ମାମଲାରେ SIT ତଦନ୍ତ ପ୍ରସଙ୍ଗକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଡିଜିପି ଅଭୟ । SIT ତଦନ୍ତ ଉପରେ ଉଠୁଥିବା ପ୍ରଶ୍ନର ଜବାବ ରଖିଛନ୍ତି ଡିଜିପି ଅଭୟ । ସେ କହିଛନ୍ତି ଯେ, ‘ଏସ୍‌ଆଇଟି ବିରୋଧରେ ମିଥ୍ୟା ଆରୋପ ଲଗାଯାଉଛି । SIT ଟିମ୍ ପ୍ରମାଣ ସଂଗ୍ରହ ପାଇଁ ଉଦ୍ୟମ କରୁଛି । ଅନେକ ଲୋକଙ୍କୁ ପଚରାଉଚରା କରାଯାଉଛି। ତଦନ୍ତ ପ୍ରକ୍ରିୟାରେ SITକୁ ପୁରା ଗାଁ ସହଯୋଗ କରୁଛି ।’

Get real time updates directly on you device, subscribe now.