ଧର୍ମଗଡ଼: ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ଗିରଫ । ଆଇଏଏସ୍ ଧୀମାନ ଚକମାକୁ ଗିରଫ କଲା ଭିଜିଲାନ୍ସ ।
୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ । ଉପଜିଲ୍ଲାପାଳ ଧୀମାନଙ୍କ ଘରୁ ଆଉ ୪୭ ଲକ୍ଷ ମିଳିଥିଲା ।
ବ୍ୟବସାୟୀଙ୍କୁ କାର୍ଯ୍ୟ୍ୟାନୁଷ୍ଠାନ ଚେତାବନୀ ଦେଇ ୨୦ ଲକ୍ଷ ଦାବି କରିଥିଲେ । ଇନଷ୍ଟାଲମେଣ୍ଟରେ ୧୦ ଲକ୍ଷ ନେଲା ବେଳେ ଧରିଲା ଭିଜିଲାନ୍ସ ।