ରାଜ୍ୟରେ ନିୟନ୍ତ୍ରଣକୁ ଆସୁନି ଝାଡ଼ାବାନ୍ତି

ଓଡିଶା ଭାସ୍କର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁନି ଝାଡ଼ାବାନ୍ତି। ଯାଜପୁର, କଟକ, କେନ୍ଦ୍ରାପଡା, ଭଦ୍ରକ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ଡାଇରିଆ ରେ ରୋଗୀ ଆକ୍ରାନ୍ତ।

6 ଟି ଜିଲ୍ଲାକୁ ଏହି ଝାଡ଼ାବାନ୍ତି ମାଡିଯାଇଥିବା ବେଳେ ଯାଜପୁରରେ ସବୁଠୁ ଅଧିକ ପ୍ରଭାବିତ।

ଝାଡ଼ାବାନ୍ତିକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ ପକ୍ଷରୁ ଭଦ୍ରକର ହୋଟେଲ, ଜଳଖିଆ ଦୋକାନରେ ଚଢ଼ାଉ ହୋଇଛି।