fbpx

TAX ଏବଂ ଇନକମ ପ୍ରୃଭର ପୁରୁଣା ଡକ୍ୟୁମେଣ୍ଟ ଫିଙ୍ଗି ନାହାନ୍ତି ତ, ଜାଣନ୍ତୁ ଏହାକୁ କେତେ ଦିନ ପାଖରେ ରଖିବେ

ଓଡିଶା ଭାସ୍କର : ଫର୍ମ ୧୬, ନିବେଶ ପ୍ରମାଣପତ୍ର, ହେଲଥ ଇନୋସୋରାନ୍ସ ପ୍ରିମିୟମ ରସିଦ,ଟ୍ରାକ୍ସ ଏବଂ ଇନକମ୍ ଟ୍ୟାକ୍ସ ଡକ୍ୟୁମେଣ୍ଟ ଜରୁରି ହୋଇଥାଏ । ଅନେକ ଟେକନିସିଆନଙ୍କ ଆକଳନ ପ୍ଲାନ ପରେ ୨୦୦୩-୨୦୦୪ଏବଂ ୨୦୦୪ରୁ ୨୦୦୫କୁ ପେଣ୍ଡିଙ୍ଗ ପେମେଣ୍ଟକୁ ନେଇ ଇନକମ ନୋଟିସ ମିଳିଛି । ଏଥି ପାଇଁ ଡକ୍ୟୁମେଣ୍ଟର ଆବଶ୍ୟକତା ପଡିପାରେ । ଯଦି ଆପଣ ହାଇ ଇନକମ କ୍ୟୋକେଟଗରୀରେ ରହିଛନ୍ତି ତେବେ ଆପଣଙ୍କୁ ଡକ୍ୟୁମେଣ୍ଟ ୧୦ ବର୍ଷ ପର୍ଯ୍ୟନ୍ତ ସୁରଖିତ ରଖିବାକୁ ପଡିବ ।

ସୂଚନା ଅନୁସାରେ ଟ୍ୟାକସେକ୍ସ ଦେବା ପରେ ଆପଣଙ୍କୁ ଏହି ଡକୁମେଣ୍ଟକୁ ସୁରଖିତ ରଖିବାକୁ ପଡିବ । ଏବଂ ଏହା ଛଡା ଇନକମ ପ୍ରୃଭ ମଧ୍ୟ ରଖିବାକୁ ପଡିବ । ଯଦି ଇନକମ ଟ୍ୟାକ୍ସ ରିଟର୍ଣ୍ଣର ଯାଞ୍ଚ କରିବାକୁ ପଡିବ ତେବେ ସେଠାରେ ଟ୍ୟାକ୍ସରେ ନିବେଶ କରିଥିବା ପ୍ରମାଣ ପତ୍ର ଦେବାକୁ ପଡିବ ।

Get real time updates directly on you device, subscribe now.